ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ ମେଡାଲ ଜିତୁ ବୋଲି ତାଙ୍କର ଶୁଭେଚ୍ଛା ବାର୍ତା ରହିଛି । ଓଡ଼ିଶାର ପ୍ରମୋଦ ଭଗତ ମଧ୍ୟ ଅଲିମ୍ପିକ୍ସରେ ସାମିଲ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.