Browsing Tag

ragbi championship

ଅଲ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଗେମ୍‌ସରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଚାମ୍ପିଅନ ହୋଇଛି କିଟ୍‌ ଓ…

କେନ୍ୟୁଜ୍(ବ୍ୟୁରୋ): ଅଲ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଗେମ୍‌ସରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଚାମ୍ପିଅନ ହୋଇଛି କିଟ୍‌ ଓ କିସ୍‌। ଚଣ୍ଡିଗଡରେ ଅନୁଷ୍ଠିତ ଏହି ଗେମ୍‌ସରେ ଚାମ୍ପିଅନ ହୋଇଥିବା କିଟ୍‌ ଓ କିସ୍‌ ଟିମ ଓଡ଼ିଶା ଫେରୁଛନ୍ତି। ଆଜି ୪୮ ଜଣ ଖେଳାଳି ଆସି ଦିଲ୍ଲୀରେ…

ବିଦେଶରେ ଚମକିଲେ ଭାରତର ବାଳିକା ରଗ୍‌ବୀ ଦଳ, ସେଭେନ୍ସ ଟ୍ରଫିରେ ହାତେଇଲା ରୌପ୍ୟ

ପୁଣି ବିଦେଶରେ ଚମକିଲେ ଭାରତ ବାଳିକା ରଗ୍‌ବୀ ଦଳ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ରଗ୍‌ବୀ ଦଳକୁ ରୌପ୍ୟ ମିଳିଛି । ଭାରତୀୟ ଦଳରେ ଅଛନ୍ତି କିସ୍‌ର ୩ଜଣ ଛାତ୍ରୀ ଅଛନ୍ତି । ଏମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ, ମୀରାରାଣି ହେମ୍ବ୍ରମ୍‌ । ସେହିପରି…

ଓଡ଼ିଶାର ୫ ରଗବୀ ତାରକାଙ୍କୁ ସମ୍ବଦ୍ଧର୍ନା ଜଣାଇଲେ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଏସୀୟ ମହିଳା ରଗବୀ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ୫ କିସ୍‌ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ଦିଲ୍ଲୀରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ନିକଟରେ ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ଏସିଆନ୍‌ ରଗ୍‌ବୀ ମହିଳା…

ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ, ସିଙ୍ଗାପୁରକୁ ହରାଇ ଜିତିଲା ବ୍ରୋଞ୍ଜ ପଦକ

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ । ଫିଲିଫାଇନ୍ସର ମାନିଲାରେ ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ମହିଳା ରଗବୀ ଟିମ୍‌ । କିସ ଛାତ୍ରୀ ସୁମିତ୍ରା ନାୟକଙ୍କ ପେନାଲ୍ଟି ବଳରେ ଭାରତ ଏହି ସଫଳତା ହାସଲ କରିଛି । ଏଥିସହ ଟୁର୍ଣ୍ଣାମେଣ୍ଟରେ…

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ସ୍ଥାନ ପାଇଲେ ଓଡିଆ ଝିଅ , ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏସୀୟ ରଗବି ମହିଳା ଚାମ୍ପିଅନସିପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ଓଡ଼ିଶାରୁ ହୁପି ମାଝୀ, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ, ରଜନୀ ଶବର, ଲକ୍ଷ୍ମୀପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବାରିକ ଓ ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି । ଏହି ଓଡ଼ିଆ ରଗବୀ ତାରକାଙ୍କୁ ଶୁଭେଚ୍ଛା…

ରଗବୀ ଚାମ୍ପିୟନସିପ୍‌ : ମହାରାଷ୍ଟ୍ରକୁ ହରାଇ ଫାଇନାଲରେ କିସ୍‌ ବାଳିକା ଟିମ୍‌

ବାରିପଦା(କେନ୍ଯୁଜ୍) : ବାରିପଦାରେ ଚାଲିଥିବା ଜାତୀୟ ଜୁନିୟଅର ରଗବୀ ଚାମ୍ପିୟନସିପ୍‌ ବାଳିକା ବିଭାଗର ଆଜି ଫାଇନାଲ ମୁକାବିଲା । କିସ୍‌ ବାଳିକା ଟିମ୍‌ ଏବଂ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋ ବାଳିକା ଟିମ୍‌ ମଧ୍ୟରେ ଫାଇନାଲ ମୁକାବିଲା ହେବ । ଗତକାଲି ମହାରାଷ୍ଟ୍ରକୁ ୨୫-୦ରେ ହରାଇ ଫାଇନାଲରେ…

ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍-୨୦୧୮ : ବାଳିକା ବିଭାଗର ପ୍ରଥମ ମ୍ୟାଚରେ କିସର ବୃହତ ବିଜୟ

ବାରିପଦା (କେନ୍ୟୁଜ୍) : ଜାତୀୟ ଜୁନିଅର ରଗବୀ ଚାମ୍ପିଅନସିପ୍-୨୦୧୮ ବାଳିକା ବିଭାଗର ପ୍ରଥମ ମ୍ୟାଚରେ କିସର ବୃହତ ବିଜୟ। ଚଣ୍ଡୀଗଡ଼କୁ ୫୬-୦ରେ ପରାସ୍ତ କଲା କିସ୍। ସ୍ଥାନୀୟ ଆଇନ ମହବିଦ୍ୟାଳୟରେ ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ।…