Below header

ରଗବୀ ଚାମ୍ପିୟନସିପ୍‌ : ମହାରାଷ୍ଟ୍ରକୁ ହରାଇ ଫାଇନାଲରେ କିସ୍‌ ବାଳିକା ଟିମ୍‌

ବାରିପଦା(କେନ୍ଯୁଜ୍) : ବାରିପଦାରେ ଚାଲିଥିବା ଜାତୀୟ ଜୁନିୟଅର ରଗବୀ ଚାମ୍ପିୟନସିପ୍‌ ବାଳିକା ବିଭାଗର ଆଜି ଫାଇନାଲ ମୁକାବିଲା । କିସ୍‌ ବାଳିକା ଟିମ୍‌ ଏବଂ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋ ବାଳିକା ଟିମ୍‌ ମଧ୍ୟରେ ଫାଇନାଲ ମୁକାବିଲା ହେବ । ଗତକାଲି ମହାରାଷ୍ଟ୍ରକୁ ୨୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା କିସ୍‌ ବାଳିକା ଟିମ୍‌ । ଜାତୀୟ ଜୁନିଅର୍‌ ରଗବୀ ଚାମ୍ପିଅନସିପରେ ୨୦ଟି ରାଜ୍ୟରୁ ୩୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହା ଭିତରେ ରହିଥିଲେ ୧୦ଟି ବାଳିକା ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.