Below header
Browsing Tag

railway

ଚଳନ୍ତା ଟ୍ରେନକୁ ଚଢ଼ିବା ସମୟରେ ଖସି ପଡିଲେ ମହିଳା ଯାତ୍ରୀ, RPF ଯବାନ ଏମିତି ଭାବେ କଲେ ରକ୍ଷା

ଭାରତୀୟ ରେଲେଓ୍ଵ ଦୁର୍ଘଟଣାକୁ ଅଟକାଇବା ପାଇଁ ଚଳନ୍ତା ଟ୍ରେନରେ ଯାତ୍ରୀମାନଙ୍କୁ ନଚଢ଼ିବା ପାଇଁ ଯାତ୍ରୀ ମାନଙ୍କୁ ଅନେକ ଥର ନିବେଦନ କରିସାରିଛି। କିନ୍ତୁ ଅନେକ ଥର ଯାତ୍ରୀମାନେ ଏହାକୁ ଅଣଦେଖା କରି ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏମିତି ଏକ ମାମଲା ଗୁଜରାଟର ଅହମ୍ମଦାବାଦରେ ଦେଖିବାକୁ…

ଆର୍ଥିକ ବର୍ଷରେ ଓଡିଶାକୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ..

୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ୫ ହଜାର ୮ଶହ କୋଟିରୁ ୬ ହଜାର କୋଟି ଟଙ୍କା ମିଳିବ । ସେଭିତରୁ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୪ ଶହ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି ଟଙ୍କା ଅନୁଦାନ ମିଳିବ ।…

ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ଶାନ୍ତିପୂର୍ଣ୍ଣ ସମାବେଶ

ରେଲୱେରେ ଘରୋଇକରଣକୁ ବିରୋଧ କରି ସର୍ବ ଭାରତୀୟ ରେଲୱେ ମେନ୍ସ ଫେଡେରେସନ୍ ଏବଂ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ଶାନ୍ତିପୂର୍ଣ୍ଣ ସମାବେଶ । ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳପଥ ମହାପ୍ରବନ୍ଧକ କାର‌୍ୟ୍ୟାଳୟଙ୍କ ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକମାନେ ସମାବେଶ କରିଛନ୍ତି । ରେଲୱେରେ…

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଏବେ ବଦଳିଛି ଟ୍ରେନ ସମୟ ଏବଂ ଏହାର ଦିଗ

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଏକ ଜୁଲାଇରୁ ଭାରତୀୟ ରେଲୱେ ନିଜର ଟାଇମ୍ ଟେବଲରେ କରିବାକୁ ଯାଉଛି କିଛି ପରିବର୍ତ୍ତନ। କିଛି ଟ୍ରେନ ଗୁଡିକର ସମୟ ପରିବର୍ତ୍ତନ ହୋଇଥିବା ବେଳେ କିଛିର ଗନ୍ତବ୍ୟ ସ୍ଥଳର ପରିବର୍ତ୍ତନ କରାଯାଇଛି। ଜୋନ ହିସାବରେ ପୂର୍ବ-ମଧ୍ୟ ରେଲୱେ, ମେସୁର ରେଲୱେ…

ରେଲୱେରେ ୧୦ମ ପାସ୍ ଙ୍କ ପାଇଁ ବମ୍ପର ଭ୍ୟାକେନ୍ସି , ଜଲଦି କରନ୍ତୁ ଆବେଦନ

ନୂଆ ଦିଲ୍ଲୀ: ସରକାରୀ ଚାକିରୀ ଖୋଜୁଥିବା ଲୋକମାନେ ରେଲୱେରେ ବାହାରିଥିବା ପଦବୀରେ ଆବେଦନ କରିପାରିବେ। ଇଣ୍ଡିଆନ ରେଲୱେର ଇଣ୍ଟିଗ୍ରଲ କୋଚ ଫ୍ଯାକ୍ଟ୍ରି ଅପ୍ରୋଟିସର ୯୯୨ଟି ପଦରେ ଆବେଦନ କରିପାରିବେ। ଏହି ପଦବୀରେ ୧୦ମ ପାସ୍ ଏବଂ ଆଇଟିଆଇ ପାସ୍ କରିଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ।…

ଷ୍ଟେସନରେ ଅଟକାଇଲେନି ଟ୍ରେନ୍, ସାରା ଜୀବନ ଇଞ୍ଜିନ୍ ଚଲାଇବା ପାଇଁ ଲୋକୋ ପାଇଲଟଙ୍କୁ ମିଳିଲା ଦଣ୍ଡ

ଷ୍ଟେସନରେ ଟ୍ରେନ୍ ନଅଟକାଇବା ପଡିଲା ମହଙ୍ଗା । ସାରା ଜୀବନ କେବଳ ଇଞ୍ଜିନ ଚଲାଇବା ପାଇଁ ଲୋକୋ ପାଇଲଟଙ୍କୁ ମିଳିଲା ଦଣ୍ଡ । ଘଟଣାଟି ଘଟିଛି ରାଜସ୍ଥାନରେ । ଟ୍ରେନଟି ଗତ ୨୫ ଫେବ୍ରୁଆରୀରେ ଯୋଧପୁରରୁ ଛାଡିଥିଲା । ଯେଉଁଥିରେ ଲୋକୋ ପାଇଲଟ୍ ଥିଲେ ଅବଦୁଲ୍ ୱହିଦ୍ ଏବଂ ସହାୟକ ପାଇଲଟ୍ ଥିଲେ…

ଖୁସି ଖବର !! ରେଲୱେ କର୍ମଚାରୀଙ୍କୁ ମିଳିବ ଏତେ ଟଙ୍କାର ବୋନସ୍

ନୂଆଦିଲ୍ଲୀ : ପୂଜା ପୂର୍ବରୁ ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କୁ ଦେଇଛି ଭେଟି। କେନ୍ଦ୍ର କ୍ଯାବିନେଟ ବୁଧବାର ଦିନ ରେଲୱେର ବୋନସ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କର୍ମଚାରୀଙ୍କୁ ୭୮ଦିନର ଦରମା ବୋନସ ହିସାବରେ ଦେବାକୁ ନିଷ୍ପତି ନେଇଛନ୍ତି।…

ରେଲୱେ ଚାକିରି କରିବାର ଆଉ ଏକ ସୁଯୋଗ, ୧୫ ଅକ୍ଟୋବର ମଧ୍ୟରେ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଭାରତରେ ରେଲୱେ ଚାକିରିକୁ ରାଜକୀୟ ଚାକିରି ଭାବେ ଦେଖାଯାଇଥାଏ। ଏବେ ରେଲୱେ ନିଯୁକ୍ତି ବୋର୍ଡ଼ ପୁଣି ଗ୍ରୁପ୍-ଡ଼ିର ପଦ ପାଇଁ ଆବେଦନ ଘୋଷଣା କରିଛି। ଯଦି ଆପଣ ରେଲୱେରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ରହିଛି ସୁବର୍ଣ୍ଣ ସୁଯୋଗ। ରେଲୱେର ଏହି ଭର୍ତ୍ତି…

ଆସନ୍ତା କାଲି କିଛି ସମୟ ଠପ୍ ରହିବ ରେଲୱେ ବ୍ୟବସ୍ଥା : ଦିଲ୍ଲୀରେ ଅନଲାଇନ୍ ଟିକେଟ୍ ବୁକିଂରେ ମଧ୍ୟ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ : ଭାରତୀୟ ରେଳରେ ନିତିଦିନ ଯାତ୍ରା କରୁଥିବା ଲକ୍ଷାଧିକ ଲୋକଙ୍କ ପାଇଁ ବହୁ ଦୁଃଖର ଖବର। ଆସନ୍ତା କାଲି ଯାତ୍ରୀଙ୍କୁ ଟିକେଟ ବୁକିଂ କରିବା ପାଇଁ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ସୂଚନା ଅନୁଯାୟୀ, ଦିଲ୍ଲୀରେ ଯାତ୍ରୀ ରିଜର୍ଭବେସନ୍ ସିଷ୍ଟମକୁ ଅପଗ୍ରେଡ଼ର କାମ ଆରମ୍ଭ…