Browsing Tag

rajastan news

ପମ୍ପ ହାଉସରେ ଫଣା ଟେକି ବସିଥିଲା କୋବ୍ରା, ଉଦ୍ଧାର କରିବା ବେଳେ ବାନ୍ତି କଲା ବଡ଼ ଶିକାର; ଦେଖନ୍ତୁ ପୂରା ଦୃଶ୍ୟ

ପମ୍ପ ହାଉସରୁ ଉଦ୍ଧାର ହେଲା ବିରାଟ କୋବ୍ରା। ଉଦ୍ଧାରକାରୀ ଟିମ୍ ତାକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପରେ ଏକ ବଡ଼ ଶିକାର ବାନ୍ତି କରିଛି ସାପଟି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ମୁଖ୍ୟାଳୟର ଧୌଲାଖେଡ଼ା ସ୍ଥିତ ବିସଲପୁର ପେୟଜଲ ପରିଯୋଜନାର ପମ୍ପ ହାଉସରେ।…

ସବୁ ବିବାଦରେ ପଡିଲା ପୂର୍ଣ୍ଣଛେଦ: ୩୨ ଦିନ ପରେ ହାତ ମିଳାଇଲେ ଗେହଲଟ-ପାଇଲଟ, ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ

ରାଜସ୍ଥାନ: ରାଜସ୍ଥାନ ରାଜନୀତିରେ ଲାଗିରହିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ । ପାଖାପାଖି ୩୨ ଦିନ ପରେ ଏକାଠି  ସାମ୍ନାକୁ ଆସିଲେ ଗେହଲଟ ଓ ପାଇଲଟ । ଦଳ ଓ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପହଞ୍ଚିଥିଲେ । ସବୁ ରାଗ ଭୁଲି…

ମା’ ନା ଡାହାଣୀ! ସ୍ୱାମୀଠୁ ପ୍ରତିଶୋଧ ନେବାକୁ ପୁଅକୁ ପାଣି ବୁଡ଼ାଇ ମାରିଲା ଜନ୍ମ କଲା ମା’

ମା’ଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ଜନ୍ମ ହେବା ପୂର୍ବରୁ ହିଁ ମା’ ସହ ପିଲାର ସମ୍ପର୍କ ଗଢ଼ିଉଠେ। ଏଣୁ ସଂସାରର ସବୁଠାରୁ ମଜଭୁତ ସମ୍ପର୍କ ହୋଇଥାଏ ମା’ ସହ ଛୁଆର। ଯେତେ ଝଡ଼ଝଞ୍ଜା, ବିପଦ ଆପଦ ଆସିଲେ ମଧ୍ୟ ପିଲାକୁ ଛାଡ଼ି ମା’ କେବେ ବି ଯାଇନଥାଏ। କିନ୍ତୁ ରାଜସ୍ଥାନରେ ଏକ ଏଭଳି ଘଟଣା…

ଥାନାରେ ବର୍ଷିଲା ଗୁଳି, ହାଜତ ଭିତରୁ ଅପରାଧୀକୁ ଉଠାଇ ନେଲେ ଦୁର୍ବୃତ୍ତ, ଜୀବନ ବଞ୍ଚାଇ ଦୌଡ଼ି ପଳାଇଲା ପୋଲିସ୍‌

ରାଜସ୍ଥାନ: ଥାନାରେ ପଶି ଆଖିବୁଜା ଗୁଳି ବର୍ଷା କଲେ, ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍‌ କବ୍‌ଜାରୁ ଖସାଇ ନେଲେ। ୨୦ ଜଣ ପୋଲିସ୍‌ଙ୍କ ଉପସ୍ଥିତିରେ ଏମିତି ଦମନଲୀଳା ଚଳାଇଥିଲେ ଦୁର୍ବୃତ୍ତ। କିନ୍ତୁ ଅପରାଧୀଙ୍କ ସାମ୍ନା କରିବା ବଦଳରେ ପୋଲିସ୍‌ ନିଜ ନିଜ ଜୀବନ ବଞ୍ଚାଇ ଛତ୍ରଭଙ୍ଗ…