ମୁରବୀ ଶୂନ୍ୟ ହୋଇଗଲେ ଅଖିଳେଶ ଯାଦବ, ବାପାଙ୍କ ପରେ ଚାଲିଗଲେ ଦାଦା
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦାଦା ତଥା ମୁଲାୟମ ସିଂହ ଯାଦବଙ୍କ ସାନ ଭାଇ ରାଜପାଲ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ରାଜପାଲ ସିଂହ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ଥିଲେ । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ…