Below header
Browsing Tag

raw mango

ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍‌ପ୍ୟାକ୍‌, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି

କଞ୍ଚା ଆମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ତ୍ୱଚା ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ଭିଟାମିନ୍‌ ସିରେ ଭରପୂର କଞ୍ଚା ଆମ୍ବ ଆମ ତ୍ୱଚାକୁ ଅନେକ ପ୍ରକାରର ଫାଇଦା ଦେଇଥାଏ। ଖରାଦିନେ ଦେଖାଯାଉଥିବା ତ୍ୱଚା ଜନିତ ସମସ୍ୟା, ଯଥା- ତ୍ୱଚା ଶୁଷ୍କ ହୋଇଯିବା, ଦାଗ, ବ୍ରଣ, ତୈଳାକ୍ତ ତ୍ୱଚା,…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ହୋଇଥାଏ କଞ୍ଚା ଆମ୍ବ, ଜାଣନ୍ତୁ ଏହାର ଅନ୍ୟ ଫାଇଦା ବିଷୟରେ

ଆମ୍ବ ଏକ ଏମିତି ଫଳ, ଯାହାକୁ ଦେଖିଲେ ଖାଇବାକୁ ଲୋଭ ଲାଗେ। କଞ୍ଚା ହେଉ କି ପାଚିଲା, ସବୁ ଆମ୍ବ ପାଟିକୁ ବେଶ୍‌ ସ୍ୱାଦିଷ୍ଟ ଲାଗିଥାଏ। କିଛି ଲୋକ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି କଞ୍ଚା ଖଟା ଆମ୍ବକୁ ଲଙ୍କା, ଲୁଣ ଦେଇ ଖାଇଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ…

ଗରମ ଦିନରେ ଏମିତି ୩ ପ୍ରକାରରେ ବନାନ୍ତୁ ଆମ୍ବ ଚଟଣୀ, ଖାଇଲେ ପାଟିରୁ ଛାଡିବନି

ବର୍ତ୍ତମାନ ଆମ୍ବର ଋତୁ ଚାଲିଛି। କଞ୍ଚା ଆମ୍ବ ହେଉ ଅବା ପାଚିଲା ଆମ୍ବ, ଗରମ ଦିନ ଆରମ୍ଭ ହୋଇଗଲେ ପ୍ରତି ଘରେ ଆମ୍ବ ଦେଖିବାକୁ ମିଳିଥାଏ। ଖାଦ୍ୟ ସହିତ ଆମ୍ବ ଚଟଣୀ ଖାଇବାର ସ୍ୱାଦକୁ ବଢାଇଦେଇଥାଏ। ଆପଣ ଯଦି ଏହି ପ୍ରକାରରେ ଆମ୍ବ ଚଟଣୀ ବନାଇବେ, ତେବେ ଖାଇବାର ସ୍ୱାଦ ବଢିଯିବ। ଗରମ ଦିନରେ…

ଅତ୍ଯଧିକ ଗରମରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ କଞ୍ଚାଆମ୍ବ, ଜାଣନ୍ତୁ କ’ଣ ରହିଛି ଫାଇଦା

ଗରମ ଦିନେ କଞ୍ଚାଆମ୍ବର ବିଶେଷ ମହତ୍ବ ରହିଥାଏ। କଞ୍ଚା ଆମ୍ବ ଶରୀରରେ ପାଣିର ଅଭାବ ଦୂର କରିଥାଏ। କଞ୍ଚାଆମ୍ବକୁ ପାଣିରେ ସିଝାଇ ତା’ ପାଣି ପିଇବା ଅତ୍ଯଧିକ ଗରମରୁ ରକ୍ଷା ମିଳିଥାଏ। କଞ୍ଚାଆମ୍ବରେ ଭିଟାମନ-ଏ, ସି, କେ ଏବଂ ଇ, ଫଲେଟ, କ୍ଯାଲସିୟମ, ଫସଫରସ, ଓମେଗା-୩ ଏବଂ ମ୍ଯାଗ୍ନେସିୟମ ଓ…