Below header
Browsing Tag

recipe

ପିଲାକୁ ଘରେ ବନାଇ ଖୁଆନ୍ତୁ ମସୁର ଡାଲି ଚିପ୍ସ, ବନାଇବା ପୂରା ସହଜ

ବଡ ହୁଅନ୍ତୁ ଅବା ପିଲା ସମସ୍ତଙ୍କୁ ଚିପ୍ସ ଖାଇବାକୁ ବହୁତ ଭଲ ଲାଗିଥାଏ। ପରିବାର ସହ ମିଶି ଗପସପ କରୁଥାନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହିତ ବସି ଫିଲ୍ମ ଦେଖୁଥାନ୍ତୁ ମସୁର ଡାଲିରେ ପ୍ରସ୍ତୁତ ଏହି ଚିପ୍ସ ଆପଣଙ୍କ ମନୋରଞ୍ଜନକୁ ବହୁତ ଅଧିକ ବଢ଼ାଇଦିଏ। ମାର୍କେଟର ଚିପ୍ସ ପିଲାଙ୍କ ସ୍ୱାସ୍ଥ୍ୟ…

ବିନା ପିଆଜ ଟମାଟୋରେ ବନାନ୍ତୁ ଦହି ଆଳୁ,ସମସ୍ତଙ୍କୁ ଆସିବ ବହୁତ ପସନ୍ଦ

କଣ ଆପଣ ବିନା ପିଆଜ ରସୁଣରେ ତରକାରୀ କଣ ବନାଇବେ ଭାବୁଛନ୍ତି, କିନ୍ତୁ ଘରେ ଟମାଟୋ ନାହିଁ ତାହେଲେ କଣ କରିବେ। ଏମିତି ସ୍ଥିତିରେ ଆଦୌ ବି ବ୍ୟସ୍ତ ହୁଅନ୍ତୁନି। ଆମେ ଆପଣଙ୍କ ପାଇଁ ଆଣିଛୁ ଏକଦମ୍‌ ବେଷ୍ଟ ରେସିପି। ଯାହା ସ୍ୱାଦ ସହିତ ଜଲଦି ବି ପ୍ରସ୍ତୁତ ହୋଇଯିବ। ଆବଶ୍ୟକ ସାମଗ୍ରୀ ଦହି…

ଥରେ ଏପରି ବନାନ୍ତୁ ବିରିଡାଲି ଆଳୁ ଚପ୍‌, ପାଟିରୁ ଛାଡିବନି ସ୍ୱାଦ

ଆବଶ୍ୟକ ସାମଗ୍ରୀ ୧ କପ୍‌ ବିରି ଡାଲି ୫-୬ଟି ଆଳୁ ୧/୨ ଛୋଟ ଚାମଚ ଜୁଆଣୀ ୧ ଛୋଟ ଚାମଚ ଅଦା (ଘସି ରଖିଥିବା) ୧ ଛୋଟ ଚାମଚ ରସୁଣ (ଛୋଟ କଟା ହୋଇଥିବା) ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର ୧ ଛୋଟ ଚାମଚ ଚାଟ ମସଲା ୮-୧୦ଟି ପୋଦିନା ପତ୍ର ୧ ଛୋଟ ଚାମଚ ଗ୍ରୀନ ମଟର…

ଟିଫିନରେ ବନାନ୍ତୁ ସୁଜି ଟୋଷ୍ଟ, ଫଟାଫଟ୍‌ ହେବ ପ୍ରସ୍ତୁତ୍‌

ଯଦି ଆପଣଙ୍କୁ କୁଆଡେ ଜଲଦି ଜଲଦି ଯିବାର ଥିବ ଆପଣ ଏହି ଚିନ୍ତାରେ ଥାଆନ୍ତି ଯେ ଟ୍ରାଭେଲ ସମୟରେ ଆପଣ ପ୍ୟାକ କଣ କରିକିନେବେ। ଆପଣ ସୁଜି ଟୋଷ୍ଟ ବନାଇପାରିବେ। ଏହା ଖାଇବାକୁ ଯେତିକି ଭଲ ଲାଗିଥାଏ ବନାଇବା ବି ବହୁତ ସହଜ। ଟ୍ରାଭେଲିଙ୍ଗ ସମୟରେ ଏହାକୁ ଖାଇବାକୁ ବହୁତ ଭଲ ଲାଗିଥାଏ। ଆପଣ ଏହାକୁ…

ରସୁଣର ତଡକା ଦେଇ ବଢ଼ିଆ ଭାବେ ବନାନ୍ତୁ ଆଳୁ ବାଇଗଣ ତିଅଣ, ଖାଇବାରେ ଆସିଯିବ ମଜା

ବାଇଗଣ-ଆଳୁ ସବୁ ଘରର କମନ୍‌ ପରିବା। ଅନେକ ଲୋକ ଏହାକୁ ସୁଖିଲା ବନାନ୍ତି ତ ଆଉ କିଛି ଲୋକ ଏହାକୁ ରସାଳିଆ ବନାନ୍ତୁ। ଯଦି ଆପଣଙ୍କୁ ଜଲଦି ଜଲଦି ବନାଇବାର ଅଛି ଆଉ ଆପଣ ଘରୁ ବାହାରେ ରହୁଛନ୍ତି ତାହେଲେ ଆଳୁ-ବାଇଗଣର ଏହି ସବଜି ଏକଦମ ବଢ଼ିଆ ରହିବ। ଏହି ତରକାରୀ ବନାଇବା ବି ବହୁତ ସହଜ। ଏଥିରେ…

କିଛି ଚଟପଟା ଖାଇବାକୁ ହେଉଛି କି ମନ, ତାହେଲେ ଅଣ୍ଡା ନୁହେଁ ବେସନରେ ବନାନ୍ତୁ ଭୁଜିଆ

ଖାଦ୍ୟ ଖାଇବାକୁ ମନ ହେଉନି। ଏହି କଥା ଆପଣ ଅନେକ ଥର ନିଜ ପିଲାମାନଙ୍କ ଠାରୁ ନିଶ୍ଚୟ ଶୁଣିଥିବେ। ଯଦି ଆପଣଙ୍କ ପିଲା ମଧ୍ୟ ଗୋଟିଏ ପ୍ରକାର ଖାଦ୍ୟ ଖାଇ ବୋର ହୋଇଗଲାଣି ଆଉ ଖାଇବାକୁ ମନା କରୁଛି, ତାହେଲେ ତାକୁ କିଛି ନୂଆ ଖାଇବାକୁ ଦିଅନ୍ତୁ। ଆପଣ ନିଜ ପିଲା ପାଇଁ ବେସନ ଭୁଜିଆ ବନାଇପାରିବେ।…

ବିନା ପିଆଜ ରସୁଣରେ ବନାନ୍ତୁ ଟେଷ୍ଟି ଛୋଲେ, ପୂରା ଢ଼ାବା ଷ୍ଟାଇଲର ମିଳିବ ସ୍ୱାଦ

ବିନା ପିଆଜ ରସୁଣରେ ଆପଣ ବଢ଼ିଆ ରେସିପି ବନାଇପାରିବେ ତାହା ପୁଣି ବିଲକୁଲ ରେସ୍ତୋରାଁ ଭଳି ସ୍ୱାଦର। ଯଦି ଆପଣ ଓଷା ବ୍ରତ କରିଛନ୍ତି ଆଉ ବିନା ପିଆଜ ରସୁଣରେ ସ୍ୱାଦିଷ୍ଟ ତରକାରୀ ବନାଇବାକୁ ଚାହୁଁଛନ୍ତି ତାହେଲେ ଆମେ ଆଜି ଆପଣଙ୍କ ପାଖକୁ ଆଣିଛୁ ଏକଦମ୍‌ ଢ଼ାବା ଷ୍ଟାଇଲର ଛୋଲେ ରେସିପି। ତାହେଲେ…

ବେକେରୀ ଷ୍ଟାଇଲ ବାନାନା ବ୍ରେଡ୍‌ ବନାନ୍ତୁ ଘରେ, ବନାଇବା ବହୁତ ସହଜ

ପ୍ରାୟ ସମୟରେ ଚା କିମ୍ବା କଫି ସହିତ କିଛି ହେଲଦି ଖାଇବାକୁ ମନ କରିଥାଏ। ଆଜି ଆମେ ଆପଣଙ୍କୁ ବାନାନା ବ୍ରେଡ ବନାଇବାର ରେସିପି ବିଷୟରେ ଜଣାଇବୁ। ଏହି ରେସିପିକୁ ବେକେରୀ ଷ୍ଟାଇଲରେ ଆପଣ ବନାଇ ପାରିବେ। ଏହି ରେସିପି ସେହି ଲୋକଙ୍କୁ ନିଶ୍ଚିତ ପସନ୍ଦ ଆସିବ, ଯେଉଁମାନେ କଳଦୀ ଖାଇବାକୁ ପସନ୍ଦ…

ଆଜି ବନାନ୍ତୁ କିଛି ନୂଆ, ଭେଣ୍ଡି ମସଲା ନୁହେଁ ପ୍ରସ୍ତୁତ କରନ୍ତୁ ଜହ୍ନି ମସଲା

ଆପଣ ଭେଣ୍ଡି, କଲରା ଏବଂ ବାଇଗଣକୁ ମସଲା ଦେଇ ଖାଇଥିବେ। କିନ୍ତୁ କେବେ ଜହ୍ନି ମସଲା ଖାଇଛନ୍ତି କି। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ପୋଷକ ତତ୍ତ୍ୱ ବି ଭରପୂର ମାତ୍ରାରେ ରହିଥାଏ। ଆଜି ଆମେ ଆଣିଛୁ କିଛି ନୂଆ ତରିକାରେ ଜହ୍ନି ମସଲା ରେସିପି। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ…

ଇଭିନିଙ୍ଗକୁ କରନ୍ତୁ ସ୍ପେଶାଲ, ବନାନ୍ତୁ ଚଣା ଚିଲ୍ଲୀ

କାବୁଲି ଚଣା ଚିଲ୍ଲୀ ପାଇଁ ଆବଶ୍ୟକ ସାମଗ୍ରୀ ୧ କପ୍‌ ଭିଜା ଯାଇଥିବା କିମ୍ବା ସିଝା ଚଣା ଗୋଟେ ପିଆଜ (ଛୋଟ କଟା ହୋଇଥିବା) ୧ ମିଡିୟମ ସିମଲା ଲଙ୍କା ୨-୪ଟି କଞ୍ଚା ଲଙ୍କା ୧ ଚାମଚ ଅଦା ରସୁଣ ପେଷ୍ଟ ପିଆଜ (ଛୋଟ କଟା ହୋଇଥିବା) ୧ ଚାମଚ ଟମାଟୋ କେଚଅପ୍‌ ୧ ଚାମଚ…

ଆମ୍ବ ପ୍ରେମୀ ହୋଇଥିଲେ ନିଶ୍ଚିତ ପସନ୍ଦ ଆସିବ ଏହି ରେସିପି, ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ ବର୍ଫି

ଆମ୍ବ ସିଜନରେ କାହାକୁ ବା ଆମ୍ବ ଖାଇବା ପସନ୍ଦ ନୁହେଁ। ଆପଣ ଯଦି ଆମ୍ବ ଲଭର, ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହାକୁ ବନାଇବା ଏକଦମ୍‌ ସହଜ ପୁଣି ଆପଣ ୟାକୁ ବହୁତ କମ୍‌ ସମୟରେ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ମ୍ୟାଙ୍ଗୋ…

ଗରମରେ ଆରାମ ଦେବ ଦହି-ପିଆଜ ସବଜି, ଥରେ ଖାଇଲେ ଭୂଲିବେନି ସ୍ୱାଦ

ଗରମରେ ଦହିର ଚାହିଦା ବହୁତ ଅଧିକ ରହିଛି। ଖରା ଗରମରେ ଲୋକେ ଦହି ଖାଇବାକୁ ଅଧିକ ପସନ୍ଦ କରନ୍ତି। ତେବେ କଣ ଆପଣ କେବେ ଦହି –ପିଆଜ ତରକାରୀ ବା ସବଜି ଖାଇଛନ୍ତି। ଯାହା ସ୍ୱାସ୍ଥ୍ୟକର ହେବା ସହିତ ସ୍ୱାଦିଷ୍ଟ ବି ହୋଇଥାଏ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା କେମିତି…