Browsing Tag

redhakhol

ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ଚାଷ ଜମିରେ ରାତିସାରା ନିଆଁ ଧରି ବସିଲେ ଚାଷୀ

ରେଢ଼ାଖୋଲ (କେନ୍ୟୁଜ): ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ୨୮ଟିକିଆ ହାତୀପଲଙ୍କ ଉପଦ୍ରବ ବଢ଼ିବାର ଲାଗିଛି। ଗତକାଲି ସନ୍ଧ୍ୟାରୁ ବଡବାହାଳ ରେଞ୍ଜର ମହୁଲମୁଣ୍ଡା ଚାଷ ଜମିକୁ ହାତୀ ପଲ ଆସି ଧାନକୁ ଦଳିଚଟକି ନଷ୍ଟ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷ ଜମିରେ ରହିଥିଲେ…

ସ୍ୱାମୀଙ୍କ ଦଶାହ କରିବାକୁ ପାଖରେ ନଥିଲା କାଣିକଉଡ଼ିଟିଏ, ଘର ଘର ବୁଲି ଚାନ୍ଦା ଆଦାୟ କରି ସାହାଯ୍ୟ କଲେ ଗାଁ ମହିଳା…

ରେଢ଼ାଖୋଲ(କେ ନ୍ୟୁଜ): କୋରୋନା କାଳରେ ମାନବିକତା ଦେଖାଇଲେ ମହିଳା ସଂଘ । ସ୍ୱାମୀଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟ କରିବା ପାଇଁ କାଣିକଉଡ଼ିଟିଏ ନଥିବା ଜଣେ ଅସହାୟ ମହିଳାଙ୍କୁ ସାହା ହେଲେ ଗାଁ ମହିଳାସଂଘ । ଗାଁସାରା ବୁଲିବୁଲି ଜଣଙ୍କ ପିଛା ଅଧା କେଜି ଚାଉଳ ସମେତ ୧୦ଟଙ୍କା ଲେଖାଏଁ ଚାନ୍ଦା…

ଦଶ ବର୍ଷ ତଳେ ନିଶା ଖୁଆଇ ଝିଅକୁ ଅପହରଣ କରିଥିଲେ ସମ୍ପର୍କୀୟ, ଏବେ ୨୧ ବର୍ଷର ହୋଇ ଘରକୁ ଫେରିଲା ଝିଅ; ଥାନାରେ ମାମଲା…

ରେଢାଖୋଲ(କେନ୍ୟୁଜ ବ୍ୟୁରୋ) : ରେଢାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ଖରସାଳୀ ଗ୍ରାମର ଆଦିବାସୀ ଝିଅ ସବିତା କିଶାନ । ବୟସ ୨୧ ବର୍ଷ । ୧୦ ବର୍ଷ ତଳେ ରେଢାଖୋଲ ହାଟକୁ ଯାଇଥିବା ବେଳେ ଜଣେ ସଂପର୍କୀୟ ବିନୋଦିନୀ ତାଙ୍କୁ ନିଶା ଖୁଆଇ ନେଇଯାଇଥିଲା । ସେ ଗୋପାଳ ସାହୁ ନାମକ ଜଣେ…