Browsing Tag

redmi

ଭାରତୀୟ ବଜାରରେ ଲଞ୍ଚ ହୋଇଛି ଜିଓମିର ଲାଟେଷ୍ଟ MIUI13 ଭର୍ସନ, ଷ୍ଟୋରେଜ ସହ ରହିଛି ଅନ୍ୟ ଜବରଦସ୍ତ ଫିଚର

ଜିଓମିର ଲାଟେଷ୍ଟ ସ୍କ୍ରିନ ଭର୍ସନ ଲଞ୍ଚ ହୋଇଛି। ଜିଓମି ଭାରତୀୟ ବଜାରରେ ଅଧିକାରିକ ରୂପେ MIUI 13 ଭର୍ସନକୁ ଲଞ୍ଚ କରିଛି। ଆଗକୁ ଏହା MI, Xiaomi ଓ Redmiର ବିଭିନ୍ନ ବ୍ରାଣ୍ଡରେ ବଜାରକୁ ଆସିବ। ଏହା ପୂର୍ବ ମଡେଲ ଠାରୁ ୬୦% ଅଧିକ ଉଭୟ ଲେଖିବା ଓ ପଢ଼ିବା ଏଫିସିଏନ୍ସିରେ ସୁଧାର ଆଣିବ।…

Xiaomi ରେଡମି ନୋଟ୍ ୧୧ଏସ ଅଫିସିଆଲ୍ ଲଞ୍ଚ ତାରିଖ ଘୋଷଣା, ମାର୍କେଟକୁ ଦମଦାର ଫିଚର୍ ସହ ଖୁବ୍ ଶୀଘ୍ର ଆସିବ ଏହି ଫୋନ୍

ବର୍ତ୍ତମାନ ଭାରତୀୟ ମାର୍କେଟରେ ଅଧିକ ମାତ୍ରାରେ ଫୋନ୍ ଲଞ୍ଚ ହେବାରେ ଲାଗିଛି । ନୂଆ ନୂଆ ଫିଚର୍ ସହିତ ବର୍ତ୍ତମାନ ବଜାରକୁ ଆସୁଛି ଫୋନ୍। ତେଣୁ ୟାରିଭିତରେ ଜିଓମି ଏହାର ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 11S କୁ ଆସନ୍ତା ଫେବୃଆରୀ ୯ ରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି।  ଏହାର ଭଲ…

Redmi ବ୍ୟବହାରକାରୀଙ୍କ ପାଇଁ ଝଟକା! Xiaomi ଭାରତରେ ବନ୍ଦ କଲା Redmi Note 10ର ଦୁଇଟି ମଡେଲ

ଭାରତରେ ରେଡମି ନୋଟ୍ 10 ପ୍ରୋ, ରେଡମି ନୋଟ୍ 10 ପ୍ରୋ ମ୍ୟାକ୍ସ 6 ଜିବି ଏବଂ 64 ଜିବି ରାମ୍ ଭାରିଆଣ୍ଟ ବିକ୍ରୟ ବନ୍ଦ ହୋଇଯାଇଛି । କାରଣ ସେମାନେ ଆଉ କମ୍ପାନୀର ୱେବସାଇଟ୍ କିମ୍ବା ଆମାଜନରେ ତାଲିକାଭୁକ୍ତ ନୁହଁନ୍ତି । ରେଡମି ନୋଟ୍ 10 ପ୍ରୋ ଏବଂ ରେଡମି ନୋଟ୍ 10 ପ୍ରୋ ମ୍ୟାକ୍ସ ଏହି ସବୁ…

ଆସୁଛି ଜିଓମିର ସବୁଠୁ ଶସ୍ତା ଫୋନ, ଫିଚର୍ସ ରହିଛି ଜବରଦସ୍ତ, ଜାଣନ୍ତୁ

ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖିବା ସହିତ କରୋନା ସମୟକୁ ଧ୍ୟାନରେ ରଖି ବଜାରରେ ନୂଆ ସ୍ମାର୍ଟଫୋନ ଲଞ୍ଚ ହେଉଛି । ତାହା ବି ପୁଣି ଖୁବ ଶସ୍ତାରେ । ୫ରୁ ୧୦ ହଜାର ମଧ୍ୟରେ ଆପଣ ଏବେ ବେଷ୍ଟ ସ୍ମାର୍ଟଫୋନ କିିଣିପାରିବେ । ଜିଓମି ପକ୍ଷରୁ ଏହି ଦମଦାର ଅଫର ଆରମ୍ଭ ହୋଇଛି । ଏହାସହ…

Flipkartରେ ଆରମ୍ଭ ହେଲା ବଡ଼ ସେଲ୍! ଅତି ଶସ୍ତାରେ ମିଳୁଛି Realme, Samsung, Redmiର ସ୍ମାର୍ଟଫୋନ୍

ଗୋଟିଏ ପଟେ ଆମାଜନ୍ ନିଜର ପ୍ରାଇମ ଡେ ସେଲ୨୦୨୧ର ଘୋଷଣା କରିଥିବା ବେଳେ ଅନ୍ୟପଟେ ଫ୍ଲିପକାର୍ଟ ନିଜର ଇଲେକ୍ଟ୍ରୋନିକ୍ସ ସେଲ ଘୋଷଣା କରିଛି ।  ଏହାର ଶେଷ ତାରିଖ ରହିଛି ୧୩ ଜୁଲାଇ । ସେଲ ଜରିଆରେ ମୋବାଇଲ, ଟିଭି ଓ ବିଭିନ୍ନ ଉପକରଣରେ ଅଫର୍ ଦିଆଯାଉଛି । ସବୁଠାରୁ ବଡ଼ ଅଫର କହିବାକୁ ଗଲେ…

ଲଞ୍ଚ୍ ହେଲା Redmi ର ପ୍ରଥମ ସ୍ବାର୍ଟୱାଚ, ଯେଉଁଥିରେ ଦେଖିପାରିବେ ନିଜର ହାର୍ଟରେଟ ମନଟରିଂ ରିପୋର୍ଟ

Redmi ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଭିତ୍ତିକ ସ୍ମାର୍ଟୱାଚ୍ ଲଞ୍ଚ୍ କରିଛି। ରେଡମି ଏହି ସ୍ମାର୍ଟୱାଚ୍ Reddi Note 9 5G ସିରିଜ ସହିତ ଲଞ୍ଚ୍ କରିଛି। Redmi Smart Watch ର ଡାଏଲ୍ ସ୍କୋୟାର ସେପ୍ ର ରହିଛି। ଏହାଛଡା ଏଥିରେ ଅନେକ ପ୍ରକାରର ଫିଟନେସ ଫିଚର୍ସ ମଧ୍ୟ ଦିଆଯାଇଛି। ଏହି…

ଅନର ୮ସି ଏବଂ ରେଡ଼ମି ନୋଟ ୬ ପ୍ରୋ : ମୂଲ୍ୟ, ଫିଚର ସହ ଜାଣନ୍ତୁ କିଏ ଦେଉଛି କାହାକୁ ଟକ୍କର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ଭାରତ ବଜାରରେ ଲଞ୍ଚ କରିଛି ଅନର ୮ସି ସ୍ମାର୍ଟଫୋନ୍ । ଏହାର ବଜାର ପ୍ରବେଶ ପରେ ରେଡ଼ମି ନୋଟ୬ ପ୍ରୋ, ରିଏଲମି ୟୁ୧ ଏବଂ ଓପୋ ଏ୭କୁ ସ୍ମାର୍ଟଫୋନକୁ ଏହା ଟକ୍କର ଦେଉଥିବା ଜଣାପଡ଼ିଛି। ଅନର ୮ସି ମୋବାଇଲରେ କ୍ବାଲକମ୍ ସ୍ନାପଡ଼୍ରାଗନ୍ ୬୩୨…