Browsing Tag

remanded

ଖୋଲିବ ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ଗୁମର, ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର : ଖୋଲିବ ବଣ୍ଟି-ବବଲିଙ୍କ ଠକେଇର ଗୁମର । ଦୁଇ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ କମିଶନରେଟ ପୋଲିସ । ଏପଟେ ଆୟକର ପଞ୍ଝାରେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ଦୁହିଁଙ୍କ କଳା ସାମ୍ରାଜ୍ୟର ଚିଠା ହାତେଇବା ଲାଗି ଆୟକର ବିଭାଗ ଚଢାଉ କରୁଛି ।…

୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ, ଗୁମର ଖୋଲିବ ପୋଲିସ

ସମ୍ବଲପୁର: ସମ୍ବଲପୁରରେ ୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୋଲିସ । ତେବେ…

ଖୋଲୁନି ଦୁଇ ହାଇପ୍ରୋଫାଇଲ ଠକଙ୍କ ରହସ୍ୟ, ରିମାଣ୍ଡରେ ଆସିବେ ହଂସିତା ଓ ଅନୀଲ ମହାନ୍ତି

ଭୁବନେଶ୍ଵର : ରିମାଣ୍ଡରେ ଆସିବେ ବଣ୍ଟି-ବବଲି ।  ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ।  ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ଯୁବତୀ ଓ ଧୂର୍ତ୍ତ ବ୍ୟବସାୟୀ…

ରାଜଧାନୀରେ ଲଭ୍‌ ଜିହାଦ ଘଟଣା : ଗିରଫ ପରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍, ଓଗାଳିବ ସତ

ଭୁବନେଶ୍ୱର : ଲଭ୍ ଜିହାଦ ଅଭିଯୋଗରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍ । କିପରି ଯୁବତୀଙ୍କ ସହ ସମ୍ପର୍କ ରଖିଲା ଓ ଫସାଇଲା । ରିମାଣ୍ଡରେ ଆସି ଗୋଟି ଗୋଟି କରି ସତ ଉଗାରିବ । ତାର ଡାକ୍ତରୀ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ତାକୁ ମହିଳା ଥାନାରେ ରଖାଯାଇଛି । ଗତକାଲି ଗିରଫ ପରେ ଆଜି…

ଅଶାନ୍ତ ପାକିସ୍ତାନ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା NAB

ନୂଆଦିଲ୍ଲୀ : ୮ ଦିନିଆ ରିମାଣ୍ଡରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଲା NAB । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍‌…

ନକଲି ଡାକ୍ତରଙ୍କୁ ରିମାଣ୍ଡରେ ନେବ ପୋଲିସ, ବେସାହାରା ଯୁବତୀଙ୍କୁ ବିବାହ କରିବାକୁ ଟାର୍ଗେଟ କରୁଥିଲେ

ଭୁବନେଶ୍ୱର (କେନ୍ୟୁଜ): ରିମାଣ୍ଡରେ ଯିବେ ନକଲି ରସିକିଆ ଡାକ୍ତର। ଡାକ୍ତରଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରାଯାଉଥିବା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର DCP। ଅଧିକ ଖୋଳତାଡ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ନେଇ ହେବ ସ୍ୱତନ୍ତ୍ର ଟିମ୍‌। ବେସାହାରା ଯୁବତୀଙ୍କୁ ବିବାହ…

ଦୁଇ ଦିନିଆ ରିମାଣ୍ଡରେ ଗଲେ ପ୍ରତାପ ସାମଲ, ଖୋଲିବ କଳାଧନର ପେଡି

ଭୁବନେଶ୍ୱର (କେନ୍ୟୁଜ): ଖୋଲିବ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ନିଲମ୍ବିତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ କଳାଧନର ପେଡି । କେଉଁଠି ଖଟାଇଛନ୍ତି କଳାଧନ ? କେଉଁ ସୂତ୍ରରୁ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ? ଅଧିକ ତଥ୍ୟ ଆଦାୟ କରିବାକୁ ପ୍ରତାପ ସାମଲଙ୍କୁ ଆଜିଠୁ…

୫ ଦିନଆ ରିମାଣ୍ଡରେ ଗଲେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ, କୋହଲିଙ୍କ ଝିଅଙ୍କୁ ଦେଇଥିଲେ ଧମକ

୫ ଦିନ ପାଇଁ ରିମାଣ୍ଡରେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ । ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ ରାମନାଗେଶ । ହ୍ରାଇଦ୍ରାବାଦରୁ ଗିରଫ ହୋଇଛି ଅଭିଯୁକ୍ତ ରାମନାଗେଶ । ମୁମ୍ବାଇ ପୋଲିସ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ଅଭିଯୁକ୍ତ ଜଣେ IIT ଗ୍ରାଜୁଏଟ୍‌…

DRDO ମାମଲା: ୭ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ

ବାଲେଶ୍ୱର (କେନ୍ୟୁଜ) : ବାଲେଶ୍ୱର DRDO ତଥ୍ୟ ଲିକ୍‌ ଘଟଣା । ୭ ଦିନିଆ ରିମାଣ୍ଡରେ ଆସିବେ ଗିରଫ ୫ ଅଭିଯୁକ୍ତ। ବାଲେଶ୍ୱର କୋର୍ଟ ଦେଲେ ମଞ୍ଜୁରୀ । ବାଲେଶ୍ୱର କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ ।…