Browsing Tag

republic tv

ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ଲଣ୍ଡନରେ ପ୍ରସାରିତ କରୁଥିବା କମ୍ପାନୀ ଉପରେ ୩୫ ଲକ୍ଷ ଟଙ୍କାର ଜରିମାନା…

ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରେ ପ୍ରସାରିତ ହେଉଥିବା ଫାର୍ମ ଉପରେ ଲଣ୍ଡନର ଏକ କୋର୍ଟ ୩୭,୫୦୦ ପାଉଣ୍ଡ ବା ପାଖାପାଖି ୩୫.୪୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହି ଜରିମାନା ଓ୍ଵାର୍ଲ୍ଡଭ୍ୟୁ ମିଡିଆ ନେଟ୍‌ ଓ୍ଵାର୍କ ଲିମିଟେଡ୍‌ ନାମକ କମ୍ପାନୀ…

ବନ୍ଧା ହେଲେ ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନି, ଗିରଫ କଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ  : ରିପବ୍ଲିକ୍ ଟିଭିର ସିଇଓଙ୍କୁ ଉଠାଇନେଲା ପୋଲିସ। ମୁମ୍ବାଇ ପୋଲିସ୍ ଆଜି ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଘୋଟାଲା ଯାଞ୍ଚ ମାମଲାରେ ଗିରଫ କରିଛି। ଫେକ୍ ଟିଆରପି ଦୁର୍ନୀତି ଅକ୍ଟୋବରରେ ସାମ୍ନାକୁ ଆସିଥିଲା ଯେତେବେଳେ ରେଟିଂ…

ଆଗାମୀ ତିନି ମାସ ଯାଏ ଆସିବନି କୌଣସି ଟିଭି ଚ୍ୟାନେଲର ଟିଆରପି, ସାପ୍ତାହିକ ରେଟିଂକୁ ସସପେଣ୍ଡ କଲା BARC

ଭିଉଅରସିପ ଡାଟାକୁ ନେଇ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟରେ ବିବାଦ ପରେ Broadcast Audience Research Council (BARC) ଟିଭି ନ୍ୟୁଜ୍ ଚ୍ୟାନେଲଗୁଡିକର ସାପ୍ତାହିକ ମୂଲ୍ୟାୟନକୁ ତିନିମାସ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏକ ଘୋଷଣାରେ, BARC କହିଛି ଯେ ଡାଟାର ମାପ ଏବଂ…

ମିଛ ତଥ୍ୟ ପରିବେଷଣ କରିବା ପଡ଼ିଲା ମହଙ୍ଗା, ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ୨୦୦ କୋଟିର ମାନହାନି ନୋଟିସ ଜାରି

ଦିବଂଗତ ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପ ସିଂହ ରିପବ୍ଲିକ ଟିଭି ତଥା ଏହାର ପ୍ରମୁଖ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମାନହାନି ନୋଟିସ ଜାରି କରିବା ସହିତ ୨୦୦ କୋଟି ଟଙ୍କାର ଜରିମାନା ଦାବି କରିଛନ୍ତି। ରିପବ୍ଲିକ ଟିଭି ତାଙ୍କୁ ଅନେକ ଥର ଅପରାଧମୂଳକ…

ଅଧରାତିରେ ଅର୍ଣ୍ଣବଙ୍କୁ ଆକ୍ରମଣ : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ପତ୍ନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, କଂଗ୍ରେସ…

ବୁଧବାର ରାତିରେ ରିପବ୍ଲିକ୍ ମିଡିଆ ନେଟୱାର୍କର ପ୍ରତିଷ୍ଠାତା ତଥା ଦେଶର ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏନେଇ ଅର୍ଣ୍ଣବ ଗୋସ୍ୱାମୀ ନିଜେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ତାଙ୍କ ଘରଠାରୁ 500 ମିଟର ଦୂରରେ ବାଇକରେ…