ଅନୁଗୁଳ: ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍, ସିସିଟିଭିରେ ଦୃଶ୍ୟ କଏଦ୍
ଅନୁଗୁଳ(କେନ୍ୟୁଜ୍): ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍ । ସିସିଟିଭିରେ କଏଦ୍ ଲୁଟ୍ ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଳା ସଦର ଥାନା କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ଲୁଟ୍ ହୋଇଛି । ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କା ଓ କମ୍ପ୍ୟୁଟର ଲୁଟି ନେଇଛନ୍ତି ଲୁଟେରା ।…