Browsing Tag

rugby team

ଏସୀୟ କ୍ରୀଡା: ରୌପ୍ୟ ଜିତିଲା ମହିଳା ରଗବୀ ଟିମ୍, ସାମିଲ ଥିଲେ କିସ୍ ର ଦୁଇ ଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଚାଇନିଜ୍ ତାଇପେଇ ଠାରେ ଆୟୋଜିତ ଏସୀଆ ରଗବୀ ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ ଚମ୍ପିଅନସିପ୍ ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚ୍ ଭାରତ ଏବଂ ଚାଇନିଜ୍ ତାଇପେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ଖୁବ…

ଏସୀୟ ରଗବୀ ପାଇଁ ଭାରତୀୟ ଦଳ ଘୋଷଣା, ଟିମ୍‌ରେ ଓଡିଶାରୁ ସ୍ଥାନ ପାଇଛନ୍ତି ୧୦ ଜଣ

ନେପାଳର କାଠମାଣ୍ଡୁଠାରେ ଚଳିତ ମାସ ୧୦ ଓ ୧୧ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏସୀୟ ରଗବୀ ୧୮ ବର୍ଷରୁ କମ୍ ସେଭେନ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଓଡ଼ିଶାରୁ ମୋଟ ୧୦ ଜଣ ସ୍ଥାନ ପାଇଛନ୍ତି। ଏହି ଦଳରେ କିସର ୬ (୩ ବାଳକ ଓ ୩ ବାଳିକା) ଜଣ ସ୍ଥାନ ପାଇଛନ୍ତି।…

ଜାତୀୟ ଜୁନିୟର ରଗବି ଖେଳରେ ଯାଜପୁର ଖେଳାଳୀଙ୍କ ସଫଳତା,ରଗବୀ ଆସୋସିଏସନର ଖେଳାଳୀ ସୌମ୍ୟରଞ୍ଜନ ସ୍ୱାଇଁ ଓ  ଲିଲିରାଣି…

ଯାଜପୁର ଟାଉନ(କେନ୍ୟୁଜ୍): ଭାରତୀୟ ରଗବୀ ଫୁଟବଲ୍ ଆସୋସିଏସନ୍ ଦ୍ଵାରା ବିହାରର ପାଟନା ଠାରେ ଆୟୋଜିତ ଜାତୀୟ ରଗବୀ ଫୁଟବଲ୍ ଚାମ୍ପିଅନସିପ ରେ ଓଡ଼ିଶା ବାଳିକା ବିଭାଗରେ ଉପବିଜେତା ହୋଇଥିବା ବେଳେ ବାଳକ ବିଭାଗରେ ୫ ମ ସ୍ଥାନ ଅଧିକାର କରିଛି । ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରୁଥିବା ଯାଜପୁର…

ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି ମନୋନୀତ

ଭୁବନେଶ୍ବର(କେନ୍ଯୁଜ୍): ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି । ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ରଗବି ଦଳ ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୮ ଓ ୧୯ ତାରିଖରେ ଉଜବେକିସ୍ତାନର ତାସକେଣ୍ଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୮…

ଭାରତୀୟ ମହିଳା ରଗ୍‌ବୀ ଟିମରେ ଥିବା ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍): ଭାରତୀୟ ମହିଳା ରଗ୍‌ବୀ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଗତକାଲି ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ରୁପା ତାରକସୀର କୋଣାର୍କ ଚକର ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡ଼ା ଦକ୍ଷତାକୁ ଉଚ୍ଚ…

ଭାରତୀୟ ମହିଳା ରଗବୀ ଟିମର ୫କିସ୍ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ସିଙ୍ଗାପୁର ବିପକ୍ଷ ମ୍ୟାଚରେ ବିଜୟ ପରେ ଭାରତୀୟ ମହିଳା ରଗ୍ବୀ ଟିମ୍ରେ ସାମିଲ ୫ ଜଣ କିସ୍ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ରବଗୀ ପାଇଁ କିସ୍ର ଅବଦାନ ଅଧିକ ଥିବା ସେ କହିଛନ୍ତି ।…