Below header
Browsing Tag

Russia

ୟୁକ୍ରେନ୍‌ ଉପରେ ରୁଷ୍‌ର ବଡ଼ ଆକ୍ରମଣ, ବିସ୍ଫୋରଣରେ ଉଡ଼ାଇଲା ଡ୍ୟାମ୍‌; ବନ୍ୟା ଆଶଙ୍କା

ଭୁଶୁଡିଲା ଡ୍ୟାମ୍। ବିସ୍ଫୋରଣରେ ଡ୍ୟାମ୍ ଛାରଖାର। ଚାରିଆଡେ ଜଳପ୍ରଳୟ। ୟୁକ୍ରେନରେ ରୁଷ୍‌ ଅଧିକୃତ ଖେରସନରେ ଥିବା କାଖୋଭକା ଡ୍ୟାମକୁ ବିସ୍ଫୋରଣରେ ଉଡାଇଲା ରୁଷ୍‌। ଏହି ଅଭିଯୋଗ କରିଛନ୍ତି ୟୁକ୍ରେନ୍ ସର୍ଦ୍ଦର୍ଣ୍ଣ ଅପରେସନାଲ୍ କମାଣ୍ଡ। ୟୁକ୍ରେନ୍ ସେନା ଅୠିଯୋଗ କରିଛି, ନିପ୍ରୋ ନଦୀରେ…

ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ରୁଷିଆ ମନା

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆା ମନା । କେବଳ ଓବାମା ନୁହେଁ ୫୦୦ ଆମେରିକୀୟଙ୍କୁ ବାରଣ କରିଛି ରୁଷ । ଓ୍ଵାଶିଂଟନରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷ ଏଭଳି ନିଷ୍ପତ୍ତି ନେଇଛି । ବାଇଡେନ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ରୁଷ ବିରୋଧୀ…

ରୁଷ୍‌ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଅଧିକ ଘର ଜଳି ପାଉଁଶ

ରୁଷ୍‌ର ୟୁରାଲ୍‌ ପର୍ବତ ଉପରେ ଥିବା ଜଙ୍ଗଲରେ ନିଆଁ ଲାଗି ଏ ପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। କୁରଗନ୍‌ ଏବଂ ସାଇବେରିଆ ଜଙ୍ଗଲରେ ଗତ ଏକ ସପ୍ତାହ ଧରି ନିଆଁ କୁହୁଳୁଛି। ସେପଟେ ଏହି ଜଙ୍ଗଲ ନିଆଁରେ ୫ ହଜାରରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ସରକାରୀ ସମାଚାର ଏଜେନ୍ସି ‘ତାସ୍‌’…

ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ୍‌! କ୍ରେମ୍‌ଲିନରେ ମାଡ଼ କଲା ଡ୍ରୋନ୍‌

ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ। କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ। ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଜରିଆରେ ଆକ୍ରମଣ କରି ପୁଟିନଙ୍କୁ ହତ୍ୟା ପାଇଁ କିଭ୍ ଉଦ୍ୟମ କରିଥିବା କୁହାଯାଇଛି। ଏହି ଆକ୍ରମଣ…

ଆମେରିକାର ବଡ଼ ଦାବି! ୫ ମାସ ମଧ୍ୟରେ ନିହତ ହୋଇଛନ୍ତି ୨୦,୦୦୦ ରୁଷୀୟ ସୈନିକ, ୧ ଲକ୍ଷ ଆହତ

ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ୍‌କୁ ନେଇ ଆମେରିକା ଏକ ବଡ଼ ଦାବି କରିଛି। ହ୍ଵାଇଟ୍‌ ହାଉସ୍‌ର ଅଧିକାରୀ ଜନ୍ କିର୍ବି ଦାବି କରିଛନ୍ତି ଯେ ୨୦୨୨ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ରୁଷୀୟ ସୈନିକ ନିହତ ହୋଇଛନ୍ତି ଏବଂ ୧ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ଯାହାର ଅର୍ଥ…

ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ, ୩୦ କିଲୋମିଟର ଅଞ୍ଚଳରେ ସେନା ଛାଉଣୀ

ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ। ୩୦ କିଲୋମିଟର ଅଞ୍ଚଳରେ ସେନାର ଛାଉଣୀ କରିଛି ଋଷ। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ସାଟେଲାଇଟ ଇମେଜ ସାମ୍ନାକୁ ଆସିଛି ଯେଉଁଥିରୁ ଦେଖିବାକୁ ମିଳିଛି ଯେ, ୟୁକ୍ରେନ ଅଧିକୃତ ଦକ୍ଷିଣ-ପୂର୍ବ ସହର ପୋଲୋହିରେ ସେନାର ଛାଉଣୀ…

ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ସଂଗ୍ରହାଳୟ ଧ୍ୱଂସ, ଜଣେ ମୃତ; ୧୦ରୁ ଅଧିକ ଆହତ

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନାମ ନେଉନାହିଁ। ଦିନକୁ ଦିନ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ପାଖାପାଖି ଲକ୍ଷାଧିକ…

ଭୁଲ୍‌ରେ ନିଜ ସହରରେ ଗୋଳାବାରୁଦ ଫିଙ୍ଗିଦେଲା ରୁଷ୍‌, ସୃଷ୍ଟି ହେଲା ୬୫ ଫୁଟ୍‌ ଗଭୀର ଗର୍ତ୍ତ; ଅନେକ କ୍ଷୟକ୍ଷତି

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ରୁଷ୍‌ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ଯେ ରୁଷ୍‌ ଭୁଲ୍‌ବଶତଃ ନିଜ ସହରରେ ହିଁ ବୋମା ପକାଇ ଦେଇଛି। ରୁଷ୍‌…

ପ୍ରଶାନ୍ତ ମହାସାଗରେ ରୁଷର ବିଶାଳ ଯୁଦ୍ଧ ପ୍ରସ୍ତୁତି, ଜବାବୀ ସମରାଭ୍ୟାସ କରିବ ମସ୍କୋ

ନୂଆଦିଲ୍ଲୀ : ପରମାଣୁ ଜବାବୀ ହମ୍‌ଲା ଯୁଦ୍ଧାଭ୍ୟାସ କରିବ ରୁଷ୍‌ । ୟୁକ୍ରେନ୍‌ ଯୁଦ୍ଧ ଓ ଆମେରିକା ସହ ଟେନ୍‌ସନ୍‌ ଭିତରେ ଏକ୍ସରସାଇଜ୍‌କୁ ଅଧିକ କଡ଼ାକଡ଼ି କରିଛି ମସ୍କୋ । ପ୍ରଶାନ୍ତ ମହାସାଗରେ ରୁଷର ବିଶାଳ ଯୁଦ୍ଧ ପ୍ରସ୍ତୁତି। ହାଇ ଆଲର୍ଟରେ ରୁଷିଆନ ପାସିଫିକ ଫ୍ଲିଟ୍‌। ରୁଷ ନିରୀକ୍ଷଣରେ…

ରୁଷର ସେଣ୍ଟ ବିଟବର୍ଗରେ ବିସ୍ଫୋରଣ, ମିଲିଟାରୀ ସାମ୍ବାଦିକଙ୍କ ମୃତ୍ୟୁ, ୩୨ ଆହତ

ନୂଆଦିଲ୍ଲୀ : ରୁଷର ସେଣ୍ଟ ବିଟବର୍ଗରେ ଘଟିଛି ବିସ୍ଫୋରଣ । ଏକ କେଫରେ ବିସ୍ଫୋରଣ ଘଟି ରୁଷର ଜଣେ ମିଲିଟାରୀ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଏଥିରେ ୟୁକ୍ରେନ୍ର ହାତଥିବା ସଂଦେହ କରୁଛି କ୍ରେମଲିନ୍‌ । ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମାରିଆ…

ଏଣିକି କୌଣସି ମିସାଇଲ ପରୀକ୍ଷା କଲେ ଆମେରିକାକୁ ଜଣାଇବନି ରୁଷ

ବଢ଼ିଲା ରୁଷ-ଆମେରିକା ଛକାପଂଝା। ଏଣିକି କୌଣସି ମିସାଇଲ ପରୀକ୍ଷା କଲେ ଆମେରିକାକୁ ଜଣାଇବନି ରୁଷ। ଗତ ମାସରେ ଓ୍ଵାସିଂଟନ ସହ ଆଣବିକ ଅସ୍ତ୍ର ଚୁକ୍ତି - ନ୍ୟୁ ଷ୍ଟାର୍ଟ ବାତିଲ କରିଥିଲା ମସ୍କୋ। ଏଥର ଆଉ ଏକ ଚୁକ୍ତିରୁ ଓହରିଗଲା। ରୁଷର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ର‍୍ୟାବକୋଭ କହିଛନ୍ତି,…

ୟୁକ୍ରେନ ଉପରେ ରୁଷର ମିଶାଇଲ ଆକ୍ରମଣ, ୧୧ ମୃତ, ୩୫ ବିଲିଡିଂ ନଷ୍ଟ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଥମିବାରେ ନାଁ ନେଉନାହିଁ । ୟୁକ୍ରେନଙ୍କୁ ପଶ୍ଚିମ ଦେଶରୁ ମିଳୁଥିବା ସୈନ୍ୟ ସମର୍ଥନ ଯୋଗୁଁ ରୁଷରେ ହଡକମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କରିଛି। ଏହି ମିଶାଇଲ ଆକ୍ରମଣରେ ୧୧ ଜଣ…