Below header
Browsing Tag

sabitri puja

ସାବିତ୍ରୀ ଅମାବାସ୍ୟା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକର ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ, ଲାଗିଛି ହଜାର ହଜାର…

ଭଦ୍ରକ (କେନ୍ୟୁଜ): ପବିତ୍ର ସାବିତ୍ରୀ ବ୍ରତ ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଓଡ଼ଙ୍ଗ ପଞ୍ଚାୟତର ଥିବା ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ।ପୌରାଣିକ କିମ୍ବଦନ୍ତୀ ଅନୁଯାଇ ସତୀ ସାବିତ୍ରୀ ଓ ସତ୍ୟବାନ ଏଠାରେ ବିରାଜ ମାନ କରିଥିବା ଶ୍ରଦ୍ଧାଳୁ ଙ୍କ ବିଶ୍ୱାସ…

କଣ ପାଇଁ ସାବିତ୍ରୀ ପାଇଛନ୍ତି ମହାସତୀର ଆଖ୍ୟା?

ମହାଭାରତ ଏକ ଏମିତି ଗ୍ରନ୍ଥ ଯେଉଁଥିରେ ଅନେକ ପୌରାଣିକ, ଧାର୍ମିକ କଥା ବାସ୍ତବିକ କଥା ଛପି ରହିଛି। ଏହି ସବୁ ମଧ୍ୟରୁ ଅନ୍ୟତମ ହେଉଛି ସାବିତ୍ରୀ ଏବଂ ସତ୍ୟବାନଙ୍କ କାହାଣୀ ଯାହା ସର୍ବପ୍ରଥମେ ମହାଭାରତର ବନପର୍ବରେ ମିଳିଥିଲା। ଏହା ସେହି ସମୟର କଥା ଯେତେବେଳେ ଯୁଧିଷ୍ଠିର ମାର୍କଣ୍ଡେୟ…

ଦିନ କେଇଟା ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା, ପୂଜା ବଜାରରେ ଜମୁଛି ଗ୍ରାହକଙ୍କ ଭିଡ଼

କେନ୍ୟୁଜ୍ : ପବିତ୍ର ସାବିତ୍ରୀ ଅମାବାସ୍ୟାକୁ ଆଉ ମାତ୍ର କିଛି ଦିନ । ଓଡ଼ିଆ ପରମ୍ପରା ମୁତାବକ ସଧବା ନାରୀ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଆଉ ବାପଘରୁ ଆସିଥାଏ ଭାର । ସେଥିପାଇଁ ଲୁଗା, ଶଙ୍ଖା, ସିନ୍ଦୂର ଓ ଫଳମୂଳ ଦୋକାନରେ ଏବେ ବେଶ୍‌ ଭିଡ଼ । ଆଉ…