ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ,କୋଭିଡ ସଂକ୍ରମଣ ପାଇଁ ଆଲର୍ଟ ଜାରି ହୋଇଛି
କେନ୍ୟୁଜ୍(ବ୍ୟୁରୋ): କୋଭିଡ ସଂକ୍ରମଣ ପାଇଁ ସ୍କୁଲଗୁଡ଼ିକୁ ଆଲର୍ଟ ଜାରି ହୋଇଛି । ସର୍ଭେଲାନ୍ସ ମଧ୍ୟ ଚାଲିଛି। ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି। ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ ନେଇ ମୁଖ୍ୟମନ୍ତ୍ରୀଙ୍କ…