Below header
Browsing Tag

samir das

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ। ଆଜି ଅଚାନକ କିଛି ସ୍କୁଲ ଗସ୍ତ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜଟଣୀ ବିଇଓ ଅଫିସ୍‌ ଓ ଯାଆଁଳା ନୋଡାଲ ଅଫିସକୁ ଅଚାନକ ପରିଦର୍ଶନ କରିଥିଲେ । ଏତିକିବେଳେ ମନ୍ତ୍ରୀଙ୍କ ନଜରକୁ ଆସିଥିଲା ଅନେକ ବ୍ୟତିକ୍ରମ ।…

ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ କଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ…

ଭୁବନେଶ୍ବର(କେନ୍ୟୁଜ୍):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଥିଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସାଢେ ପାଞ୍ଚ କୋଟିରୁ…

ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

ମାଲକାନଗିରି: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ତତ୍ପର ଗଣଶିକ୍ଷାମନ୍ତ୍ରୀ। ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଜୁନିଅର କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଲେ ମନ୍ତ୍ରୀ। କଲେଜରେ ଆନୁସଙ୍ଗିକ…

ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍: ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରାଜ୍ୟ ସରକାର 5T କାର୍ଯ୍ୟକ୍ରମ ହାତକୁ ନେବା ପରେ ଏହା ଅଧିକ ଫଳପ୍ରଦ ହୋଇଛି। ଏହାଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବ୍ୟବସ୍ଥା ଯାହା ରହିଛି ତାହା ଅଧିକ ତ୍ୱରାନ୍ଵିତ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ବିଳମ୍ବରେ ଅଫିସ ପହଞ୍ଚିଥିବା କର୍ମଚାରୀଙ୍କ କଲେ ଗୋଟିଏ ଦିନର ଦରମା…

ଭୁବନେଶ୍ୱର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପ୍ରଥମେ ମନ୍ତ୍ରୀ ପହଞ୍ଚିଥିଲେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ଏହି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି । କାହିଁକି ରେଜଲ୍ଟ ଶୂନ ହେଲା ସେନେଇ ସମୀକ୍ଷା କରାଯିବ । ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…