Browsing Tag

sand art

ଆଜି ବିଶ୍ୱ ରେଡ଼ିଓ ଦିବସ: ପୁରୀ ବେଳାଭୂମିରେ ବାଲୁକା କଳାରେ ରେଡ଼ିଓର ଉଦ୍ଭାବକ ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ…

ପୁରୀ: ଆଜି ବିଶ୍ୱ ରେଡ଼ିଓ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶିତ ହେଉଛି । ରେଡ଼ିଓର ଉଦ୍ଭାବକ ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରେଡ଼ିଓ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ରେଡ଼ିଓ ପୃଥିବୀର ସବୁଠୁ ବଡ ଓ…

୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମୀରେ ମାନସ କୁମାରଙ୍କ ଦ୍ବାରା ବାଲୁକା କଳା

ପୁରୀ: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମୀରେ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶିତ ହୋଇଛି। ଏହି ବାଲୁକା କଳା ମାଧ୍ଯମରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାର ପୁରୀର ସ୍ବର୍ଣ୍ଣାଭ…

ଆମେରିକା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ପୁରୀ ବେଳାଭୂମିରେ ବାଲୁକାକଳା ଜରିଆରେ ଶୁଭେଚ୍ଛା

ପୁରୀ (କେନ୍ୟୁଜ) : ଆସନ୍ତାକାଲି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ଶପଥ ଗ୍ରହଣ କରିବେ । ଏହି ଅବସରରେ ତାଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ…

ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବାଲୁକା କଳା l ପୁରୀ ବେଳାଭୂମିରେ ଏହି  ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ସ୍ୱାମୀ ବିବେକାନନ୍ଦଙ୍କ ଏକ ରଙ୍ଗୀନ  ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

କୋଭିଡ୍ ସଂକ୍ରମଣକୁ ନେଇ ବାଲୁକା କଳା ମାଧ୍ଯମରେ ୩ ସୁତ୍ରୀ ସଚେତନ ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦେଶରେ ଏବେ ବି କୋଭିଡ ସଂକ୍ରମଣ ଆଶଙ୍କା କମି ନାହିଁ। ବ୍ରିଟେନରେ ଯେଭଳି ପୁଣି କୋଭିଡ ଭୁତାଣୁ ନୂଆ ଧରଣର ସଂକ୍ରମଣ କରିଛି ଭାରତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିପାରେ। ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର। ଏନେଇ ଲୋକଙ୍କୁ ବାଲୁକାକଳା ମାଧ୍ୟମରେ ସଚେତନ ବାର୍ତା…

ଆମେରିକାରେ ଘଟିଥିବା ହିଂସାକାଣ୍ଡକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ଆମେରିକାରେ ଘଟିଥିବା ହିଂସାକାଣ୍ଡକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା । ଶାନ୍ତି ଓ ସଦଭାବ ମଧ୍ୟରେ ଗଣତନ୍ତ୍ରର ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟାନୟକଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ହ୍ଵାଇଟ ହାଉସ୍‌ ଓ…

ନୂଆବର୍ଷ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକାକଳା

ପୁରୀ: ନୂଆବର୍ଷ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ବାଲୁକାକଳା । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲୁକା କଳରେ ମହାପ୍ରଭୁ ଜଗନ୍ନାଥଙ୍କ ରଙ୍ଗୀନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ୨୦୨୧…

ବାଲୁକା କଳାରେ ବଡ ଦିନ ଶୁଭେଚ୍ଛା ଦେଲେ ଶିଳ୍ପୀ ମାନସ ସାହୁ

ପୁରୀ(କେ ନ୍ୟୁଜ): ବାଲୁକା କଳାରେ ବଡ ଦିନ ଶୁଭେଛା। ପବିତ୍ର ବଡଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକାକଳାରେ ସାନ୍ତାକ୍ଲଜ ନିର୍ମାଣ କରି ଶୁଭେଛା ଜଣାଇବା ସହ ସମସ୍ତଙ୍କୁ ମାସ୍କ ବ୍ୟବହାର ସହ ସାନିଟାଇଜ୍‌ ବ୍ୟବହାର ଉପରେ…

ବିଶ୍ୱର ସବୁଠୁ ବଡ଼ ସ୍ୟାଣ୍ଡଆର୍ଟ ପୁରୀରେ, ଦେଖନ୍ତୁ ସୁଦର୍ଶନ ପଟ୍ଟନାୟକଙ୍କ ସର୍ବବୃହତ ମାସ୍କ

ପୁରୀ (କେନ୍ୟୁଜ୍‌) : ସ୍ୱର୍ଣ୍ଣାଭ ବେଳାଭୂମିରେ ବିଶ୍ୱର ସବୁଠୁ ବଡ଼ ସ୍ୟାଣ୍ଡଆର୍ଟ । ନିର୍ମାଣ ହୋଇଛି ବିରାଟକାୟ ମାସ୍କ । ସର୍ବବୃହତ ମାସ୍କ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଶହେ ଫୁଟ ଲମ୍ବର ମାସ୍କ ତିଆରି କରିଛନ୍ତି । ବଡ଼ଦିନ ପାଇଁ ଦୁଇଟି…

ବିଶ୍ୱ ଏଡସ୍‌ ଦିବସ ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ଆଜି ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ଥିମ୍‌ ରଖିଛି 'ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ । ଏଚ୍‌ଆଇଭି ବା ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ଏଡସ୍‌ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା…

ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି କଳାକୃତିକୁ ନିର୍ମାଣ କରିଛନ୍ତି। ଏହାକୁ ଦେଖିବାକୁ ବେଳାଭୂମିରେ ଭକ୍ତଙ୍କ ଭିଡ ଜମୁଛି। ମନ୍ଦିର ଭିତରେ ଦର୍ଶନ ନପାଇ ବାହାରେ କାଳିଆ ଠାକୁରଙ୍କୁ…

ପବିତ୍ର ଦୀପାବଳି ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ପବିତ୍ର ଦୀପାବଳି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା l ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି l କୋଭିଡ କଟକଣା ଯୋଗୁ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଯାଇଥିବାରୁ ଦୀପଦାନ କରି ଦୀପାବଳି ପାଳନ କରିବାକୁ…