Below header
Browsing Tag

sania mirza and Shoaib mallick

ସାନିଆଙ୍କୁ ଛାଡି ବିବାହ କଲେ ସୋଏବ ମଲ୍ଲିକ, ଇନଷ୍ଟାରେ ସେୟାର କଲେ ଫଟୋ

ସାନିଆ ମିର୍ଜାଙ୍କ ସ୍ବାମୀ ତଥା ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିବା ଜଣାପଡିଛି । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ସୋଏବ । ଗତ…

ଅଭିନେତ୍ରୀ ଆୟଶା ଭାଙ୍ଗୁଛନ୍ତି ସାନିଆ ଏବଂ ସୋଏବଙ୍କ ସଂପର୍କ ! ଫଟୋ ହେଉଛି ଭାଇରଲ

ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋଏବ ମଲିକ ଅଲଗା ହେବାକୁ ଯାଉଛନ୍ତି। ପାକିସ୍ତାନୀ ମିଡିଆ ମୁତାବକ, ଦୁହେଁ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି। ଦୁହେଁ ଅଫିସିଆଲ ଭାବେ କିଛି କହିନାହାନ୍ତି, କିନ୍ତୁ ଖୁବଶୀଘ୍ର ଅଲଗା ହୋଇପାରନ୍ତି ବୋଲି ଖବର ଆସୁଛି। ଆଉ…

ଟେନିସ୍‌ କୋର୍ଟକୁ ଓହ୍ଲାଇଲେ ସାନିଆ ମିର୍ଜା, ଚିୟର କରିବାକୁ ପହଞ୍ଚିଲେ ବାପା ଓ ପୁଅ

ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଏବେ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲେମ୍‌ ଅଷ୍ଟ୍ରେଲିୟାନ୍‌ ଓପନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ମେଲବର୍ଣ୍ଣରେ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି। ସାନିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ପରିବାର ସହ…

ସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ ଶୋଏବ ଓ ସାନିଆ, ସାନିଆ ସେୟାର କଲେ ଟିଜର

ଟେନିସ୍ କୁଇନ୍ ସାନିଆ ମିର୍ଜା । ସାନିଆ ମିର୍ଜା ଟେନିସ ଦୁନିଆ ଜଣାଶୁଣା ଚେହେରା। ସାନିଆ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି। ଆଉ ଏହି ପ୍ରୋଜେକ୍ଟର ଟିଜର ସାନିଆ ସେୟାର କରିଛନ୍ତି। ଏହି ପ୍ରୋଜେକ୍ଟରେ ସାନିଆ ଏବଂ ସୋଏବ ଏକାଠି ନଜର ଆସିବେ। ଫିଲ୍ମି ପରଦାରେ ଦୁହିଁଙ୍କ କେମେଷ୍ଟ୍ରି…

ବଲିଉଡର ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସୋଏବଙ୍କୁ କହିଲେ ସାନିଆ

ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ସ୍ୱାମୀ ସୋଏବ ମଲ୍ଲିକଙ୍କ ସହିତ ଇନଷ୍ଟାଗ୍ରାମରେ ଏକ ଲାଇଭରେ ନିଜ ଫ୍ୟାନଙ୍କ ସାମନାକୁ ଆସିଥିଲେ । ଲାଇଭରେ ସାନିଆ ଅନେକ କଥା ଫ୍ୟାନଙ୍କ ସହିତ ସେୟାର କରିଥିଲେ ଓ ସୋଏବ ମଧ୍ୟ ସେଥିରେ ସାନିଆଙ୍କୁ ଅନେକ କଥା କହି ଥଟ୍ଟା କରିଥିଲେ । ତେବେ…