ଫ୍ଯାନ୍ସଙ୍କ ପାଇଁ ଖୁସି ଖବର, ୬ଟି ସୁପରହିଟ୍ ଦେବା ପ୍ରସ୍ତୁତିରେ ସଞ୍ଜୟ ଦତ୍ତ
ମୁମ୍ବାଇ : ସଞ୍ଜୁ ବାବାଙ୍କ ଫ୍ୟାନ୍ସଙ୍କ ପାଇଁ ନୂଆବର୍ଷ ଆଣିଛି ଖୁସି ଖବର। ଆଗାମୀ ୨ ବର୍ଷ ମଧ୍ୟରେ ବ୍ୟାକ ଟୁ ବ୍ୟାକ ୬ଟି ଫିଲ୍ମରେ ନଜର ଆସିବେ ସଞ୍ଜୟ ଦତ୍ତ। କିଛି ଦିନ ତଳେ ସଞ୍ଜୟ କଳଙ୍କ, ତୁଳସୀ ଦାସ ଓ ପ୍ରସ୍ତନମର ସୁଟିଂ ଶେଷ କରିଛନ୍ତି। ଫିଲ୍ମ ସମସେରରେ ମଧ୍ୟ ସଞ୍ଜୁ ତାଙ୍କ ପାର୍ଟର…