ଉତକ୍ଷେପଣ ହେଲା SSLV-D1/EOS-02, ନିଜ ନିର୍ଦ୍ଧାରିତ କକ୍ଷରେ ପହଞ୍ଚିବା ପରେ ସିଗନାଲ ମିଳିବା ହୋଇଯାଇଛି ବନ୍ଦ
ଆନ୍ଧ୍ରପ୍ରଦେଶ: ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଉତକ୍ଷେପଣ ହେଲା ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ SSLV-D1/EOS-02 । ଆନ୍ଧ୍ରପ୍ରଦେଶ ଶ୍ରୀ ହରିକୋଟା ସ୍ଥିତ ସତୀଶ ଧାଓ୍ଵନ୍ ସ୍ପେସ୍ ସେଣ୍ଟରରୁ SSLVର ଉତକ୍ଷେପଣ ହେଲା । ୫୦ ଗ୍ରାମ ଓଜନର ପ୍ରାୟ ୮୫ଟି SSLV-D1/EOS-02କୁ…