Browsing Tag

school student

ମନେ ପଡିଗଲା ସ୍କୁଲ ସ୍ମୃତି, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପିପିଲି(କେନ୍ୟୁଜ୍): ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ…

ବିଦ୍ୟାଳୟରେ ପାଠପଢା ଛାଡି ଶ୍ରମିକ ଭାବେ କାମ କରୁଛନ୍ତି କୁନି କୁନି ଛାତ୍ର, ଠିକାଦାର ସାଜିଛନ୍ତି ପ୍ରଧାନ ଶିକ୍ଷକ

ଯାଜପୁର (କେନ୍ୟୁଜ): ଶ୍ରମିକ ହୋଇ ସ୍କୁଲ ମରାମତି କରୁଛନ୍ତି କୁନି କୁନି ଛାତ୍ର। ପ୍ରଧାନ ଶିକ୍ଷକ ସାଜିଛନ୍ତି ଠିକାଦାର। ଯାଜପୁର ଜିଲ୍ଲା ଶିକ୍ଷାମଣ୍ଡଳ ଅଧିନ ଏକ ସ୍କୁଲରେ କୋମଳମତି ଛାତ୍ରମାନେ ପାଠ ପଢିବା ପରିବର୍ତ୍ତେ ଶ୍ରମିକ ପରି ସ୍କୁଲ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି। ହାତରେ…

ସ୍କୁଲ ଯିବା ବେଳେ ରାସ୍ତାରେ ହେଉଥିଲା ଟ୍ରାଫିକ ଜାମ୍ : ଥାନାରେ ଅଭିଯୋଗ କଲେ ୬ ବର୍ଷର ଛାତ୍ର

ନୂଆଦିଲ୍ଲୀ : ଥାନାରେ ପହଞ୍ଚିଲା ଜଣେ ୬ ବର୍ଷର ଶିଶୁ । କଣ ପାଇଁ ଏହି ଶିଶୁଟି ଥାନାକୁ ଆସିଲେ ତାହାର କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ। ତେବେ ଶିଶୁଟି କୌଣସି ଅଭିଯୋଗ ନେଇ ଆସିଥିବାର କୁହାଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ…

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ: ଟିଭି ରିମୋଟ ମାଗିବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ମାରିବା ସହ ୪ଘଣ୍ଟା ଆଣ୍ଠେଇ…

ବାଲିଗୁଡ଼ା : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ। ଟିଭି ରିମୋଟ ମାଗିବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ। ଛାତ୍ରୀଙ୍କୁ ମାଡ଼ମାରି ୪ଘଣ୍ଟା ଆଣ୍ଠେଇ ଦେଲେ ମେଟ୍ରନ। ବାଲିଗୁଡ଼ା କ. ନୂଆଗାଁ ବ୍ଲକ ସାଇନପଡ଼ା ସେବାଶ୍ରମରେ ଦିଆଯାଇଛି ଏହି ଅମାନୁଷିକ ଦଣ୍ଡ। ଆଣ୍ଠେଇବା ପରେ ଛାତ୍ରୀ ଜଣକ ଗୁରୁତର…

ସ୍କୁଲ ପିଲା ପଢ଼ିବେ ସମ୍ବିଧାନ ପାଠ, ବିଜ୍ଞପ୍ତି ପ୍ରକାଶ କଲା ଗଣଣିକ୍ଷା ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ପିଲା ପଢ଼ିବେ ସମ୍ବିଧାନ ପାଠ । ଗଣଣିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସମ୍ବିଧାନ ଦିବସ ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ପାଠ ପଢ଼ାଯିବ । ରାଜ୍ୟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ । ଏହାସହ ସ୍କୁଲରେ ସମ୍ବିଧାନ ସମ୍ପର୍କରେ ବିଭିନ୍ନ…

କଟକ : ସ୍କୁଲରେ ବାଲି ବୋହିଲେ କୁନି କୁନି ଛାତ୍ର, ଭିଡିଓ ଭାଇରାଲ ପରେ ଏମିତି ଉତ୍ତର ରଖିଲେ ଶିକ୍ଷକ

କଟକ (କେ ନ୍ୟୁଜ୍‌) : ସ୍କୁଲ କାମ ପାଇଁ ବାଲି ବୋହିଲେ କୁନି କୁନି ସ୍କୁଲ ପିଲା । ତାହା ପୁଣି ଶିକ୍ଷକଙ୍କ ତତ୍ତ୍ୱାବଧାନରେ । ଘଟଣା ହେଉଛି କଟକ ଜିଲ୍ଲା ପ୍ରତାପ ନଗରୀ ଅନ୍ତର୍ଗତ ଗୋପବନ୍ଧୁ ଇଂଲିଶ୍‌ ମିଡିୟମ ସ୍କୁଲର । ଜଳ ସମ୍ବଳ ବିଭାଗ ଅଧୀନରେ ଥିବା ଏହି ସ୍କୁଲର ଛୋଟ ଛୋଟ ପିଲାମାନେ ଲୁହ…

ସାମ୍‌ସଙ୍ଗ ଷ୍ଟୋରରେ ଏମିତି କିଛି କରୁଥିଲା ପିଲାଟି ଭିଡିଓ ହେଲା ଭାଇରାଲ, ଆଉ ଉପହାର ମିଳିଲା ତିନି ତିନିଟି ଟ୍ୟାବ୍‌

ବ୍ରାଜିଲ୍‌ର ରେସିଫ୍‌ରେ ଜଣେ ସ୍କୁଲ ଛାତ୍ର ଇଲେକ୍ଟୋନିକ ଷ୍ଟୋରରେ ରଖାଯାଇଥିବା ଟାବ୍‌ଲେଟ୍‌ରେ ହୋମଓ୍ଵାର୍କ କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ପ୍ରଥମେ Imgurରେ ସେୟାର କରାଯାଇଥିଲା। ପରେ ଏହାକୁ ଟ୍ଵିଟରରେ…

ବଲାଙ୍ଗିର: ସ୍କୁଲ ହଷ୍ଟେଲରୁ ଛାତ୍ରୀ ଫେରାର୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ଲୋଇସିଂହା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀ ଫେରାର ଘଟଣାରେ ତଦନ୍ତ ଆରମ୍ଭ। ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ସ୍କୁଲକୁ ଯାଇ ଶିକ୍ଷକ…

ରାଜଧାନୀ ରାସ୍ତାରେ ସୁରକ୍ଷିତ ନୁହଁନ୍ତି ସ୍କୁଲ ଛାତ୍ରଛାତ୍ରୀ

ଆଜିକାଲି ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ରାଜଧାନୀ ଭୁବନେଶ୍ୱର କଥା ତ ନ କହିବା ଭଲ । ଗାଡିର ସଂଖ୍ୟା ବଢିବା ସହ ବଢିଚାଲିଛି ଦୁର୍ଘଟଣା। କେଉଁ ଦିନ ଓଭରବ୍ରିଜ ଉପରେ ଆକ୍ସିଡେଣ୍ଟ ତ କେଉଁଦିନ ବରମୁଣ୍ଡା ଛକରେ ତ ଆଉ କେଉଁଦିନ ପଳାଶୁଣୀ । ଏହା ଭୁବନେଶ୍ୱରରେ ଏକ…

ଶିକ୍ଷା ବ୍ୟବସ୍ଥାରେ ଚରମ ଘୋଟାଲା , ଚାଉଳ ଏବଂ ଅଣ୍ଡା ପରେ ଏବେ ପିଲାଙ୍କ ବହି ଉପରେ ନଜର

ଭଦ୍ରକ (କେନ୍ୟୁଜ୍) : ଶିକ୍ଷା ବ୍ୟବସ୍ଥାରେ ଚରମ ଘୋଟାଲା। ଚାଉଳ, ଅଣ୍ଡା ପରେ ଏବେ ପିଲାଙ୍କ ପାଠ ପଢ଼ା ବହି ଉପରେ ଶିକ୍ଷକଙ୍କ ଆଖି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ରାଧାବଲ୍ଲଭପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଠ…