Browsing Tag

seized

କଟକ: ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ, ୫ ଟ୍ରକରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନାରେ କମିସନରେଟ୍‌ ପୋଲିସର ଚଢ଼ାଉ । କଟକ ଚୌଦ୍ୱାର ଥାନା ଅଞ୍ଚଳରେ ପୋଲିସ ଅତର୍କିତ ଚଢ଼ାଉ କରି ୫ ଟ୍ରକରୁ ଊର୍ଦ୍ଧ୍ୱ ଦେଶୀ ବାଣ, ବାରୁଦ, ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ…

ଭାରତକୁ ପଶି ଆସିଛନ୍ତି କି ଆତଙ୍କବାଦୀ? ଗୁଜୁରାଟର ଉପକୂଳରୁ ବିଏସଏଫ ଉଦ୍ଧାର କଲା ୫ ପରିତ୍ୟେକ୍ତ ବୋଟ୍

ଗୁଜୁରାଟ: ଅନେକ ଦୁର୍ଦଶା ପରେ ମଧ୍ୟ ସୁଧୁରି ନାହିଁ ପାକିସ୍ତାନ। ସୀମାରେ କଡା ପ୍ରହରା ଥିବାରୁ ଏବେ ଭାରତକୁ ପ୍ରବେଶ କରିବାର ଗଳା ବାଟ ଖୋଜୁଛି ପାକିସ୍ତାନ। ଆଉ ଏହି ଗଳାବାଟ ଜଳପଥରେ ଆବିସ୍କାର କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜମ୍ମୁ କଶ୍ମୀରରୁ ଧାରା…

ମୋହନା: ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା

ସୋରଡ଼ା(କେନ୍ୟୁଜ୍):  ବିପୁଳ ପରିମାଣର ଗଞ୍ଜେଇ ଜବତ । ୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି ବଡ଼ଗଡ଼ ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ । ଏଥିସହ ୨ଟି ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ କାର ଜବତ ହୋଇଛି। ୪ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୋହନାରୁ ବଡ଼ଗଡ଼…

କଟକ: ବେଆଇନ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ, ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ

କଟକ ଜୋବ୍ରା ନୂଆସାହିରେ ବେଆଇନ ଭାବେ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ । ଜିଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ଓ ତାଙ୍କ ଟିମ୍‌ ରେଡ କରି ରବୀନ୍ଦ୍ର ନାୟକଙ୍କ ଘରୁ ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଯେଉଁଥିରୁ ୨୮ଟି ସିଲିଣ୍ଡର ଗ୍ୟାସ ଭର୍ତ୍ତି ଥିବା…

ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ, ୧୨ ଗ୍ରାମ ବ୍ରାଉନ ସୁଗାର ସହ  ଦୁଇ ଗିରଫ 

ବ୍ରହ୍ମପୁର(କେନ୍ୟୁଜ୍): ରାଜଧାନୀ ଭୂବନେଶ୍ୱର ପରେ ଏବେ ରେଶମ ସହର ବ୍ରହ୍ମପୁରରେ ବ୍ରାଉନ ସୁଗାର। ଆଜି ସଂଧ୍ୟାରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି  । ଗିରଫ ଦୁଇ ଜଣ…

ରାଉରକେଲା ପୋଲିସକୁ ସଫଳତା, ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ । ୭୦ ପ୍ୟାକେଟ୍‌ ଆମୋନିୟମ ନାଇଟ୍ରେଟ, ୪୮୦୦ ଡିଟୋନେଟର, ୨୭୦୦ ଜେଲ ସୁପର ୯୦ ସହ ବିସ୍ଫୋରକ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାର ମୁଖ୍ୟ ଆସାମୀ ଆଲୋକ ସାମଲ ଫେରାର…

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା, ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ସହ ୪ ଗିରଫ

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା। ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି। ଏକ କାର୍କୁ ଅବକାରୀ ବିଭାଗ ପିଛା କରିବା ପରେ, ଏହି ଗଞ୍ଜେଇକୁ ଟିଟିବୁରୀରୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।…