Browsing Tag

senior clerk

ବରିଷ୍ଠ କିରାଣୀଙ୍କୁ CDPO ଚୌକିରୁ ଠେଲିବା ଘଟଣା: ତଦନ୍ତ ଆରମ୍ଭ କଲେ ଡିଏସଡବ୍ଲୁଓ

ନବରଙ୍ଗପୁର (କେନ୍ୟୁଜ): ବରିଷ୍ଠ କିରାଣୀଙ୍କୁ CDPO ଚୌକିରୁ ଠେଲିବା ଘଟଣାରେ ତଦନ୍ତ ଆରମ୍ଭ। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ। ଡାବୁଗାଁ CDPOଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ। କେଉଁ କାରଣରୁ ଏପରି ଘଟଣା ଘଟିଲା ସେନେଇ ତଦନ୍ତ କରୁଛନ୍ତି।…

ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ, ୧୦ ହଜାର ଜବତ

କେନ୍ଦୁଝର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି…

ଜମି ପଟ୍ଟା ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ରେଡ୍‌ ହ୍ୟାଣ୍ଡରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ଧରିଲା…

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ନେଇ ୪୦ ହଜାର ଟଙ୍କା…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ବରିଷ୍ଠ କିରାଣୀ ଜଣଙ୍କ ହେଉଛନ୍ତି ଅକ୍ଷୟ ନାୟକ । ସୂଚନା ଅନୁଯାୟୀ, ଏକ ଜମିଜମା ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା  । ୧୪୪ ଧାରା ଉଚ୍ଛେଦ…

ବରଗଡ଼: ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ କିରାଣୀ

ବରଗଡ଼(କେନ୍ଯୁଜ୍): ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ ଉପଜିଲ୍ଲାପାଳ ଅଫିସ କିରାଣୀ । ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟକରୁଥିବା ଡିଲେଶ୍ୱର ଭୁଏଙ୍କୁ ଧରିଛି ଭିଜିଲାନ୍‌ସ। ନୂତନ ଷ୍ଟାମ୍ପ ଭେଣ୍ଡର ଲାଇସେନ୍‌ସ…