Browsing Tag

sentenced to death

୫୧ ଲୋକଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ! ପଥରରେ ମାରି ମାରି ନିଆଯିବ ଜୀବନ…ଜାଣନ୍ତୁ କେଉଁଠି ଏବଂ କାହିଁକି ନିଆଗଲା ଏମିତି…

ଇରାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଥରି ଉଠିବେ। ଏଠି ଅପରାଧମାନଙ୍କୁ ଏମିତି ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି, ଯାହାକି ହୁଏତ ଅନ୍ୟ ଦେଶରେ ନ ଥାଇପାରେ। ଏହି ଭୟଙ୍କର ଦଣ୍ଡ ବିଷୟରେ କେହି କେବେ ଭାବି ସୁଦ୍ଧା ପାରିବେ ନାହିଁ। ରିପୋର୍ଟ…

ସାଉଦି ଆରବରେ ଗୋଟିଏ ଦିନରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ! ଭାଙ୍ଗିଲା ୧୯୮୦ ମସିହାର ରେକର୍ଡ

ନିଜର କଠୋର ନିୟମ କାନୁନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ସାଉଦି ଆରବ। ଶନିବାର ସାଉଦି ଆରବରେ ୮୧ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା କି ଆରବ ଦେଶର ଇତିହାସରେ ପ୍ରଥମ। ଏକ ସାଥୀରେ ଏତେ ଲୋକଙ୍କୁ କ୍ରୁଶବଦ୍ଧ କରାଇ ମୃତ୍ୟୁଦଣ୍ଡ ଦେବାରେ ଏହା ରେକର୍ଡ ଭାଙ୍ଗିଛି। ଯେଉଁ ଲୋକଙ୍କୁ ଏହି…

ପାଟନା ସିରିଜ୍‌ ବ୍ଲାଷ୍ଟ୍‍: ମୋଦିଙ୍କ ର‍୍ୟାଲିରେ ବୋମା ବିସ୍ଫୋରଣ କରିଥିବା ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୨ଙ୍କୁ ଆଜୀବନ

ବିହାର ପାଟନାର ଗାନ୍ଧୀ ମଇଦାନରେ ୨୭ ଅକ୍ଟୋବର, ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲି ବେଳେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ଆଜି କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ଆଉ ୨ ଜଣଙ୍କୁ…

ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ପକ୍‌ସୋ କୋର୍ଟ

ଅନୁଗୁଳ : ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଙ୍ଗୁଲାର ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଦଣ୍ଡ ଶୁଣାଇଛନ୍ତି ପକ୍‌ସୋ କୋର୍ଟ । ଗତ ଜାନୁଆରି ୨୦ ତାରିଖରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣିରେ ଫାଶୀ ଦଣ୍ଡାଦେଶ…