Browsing Tag

sexually assault

ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା ରାଣାଓ୍ଵତ୍‌, ରିଆଲିଟି ଶୋ’ ଲକ୍‌ଅପ୍‌ରେ କଲେ ବଡ଼ ଖୁଲାସା

ପିଲା ବେଳେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଟିଭି ରିଆଲିଟି ଶୋ’ ଲକ୍‌ଅପ୍‌ରେ ରବିବାର ପ୍ରସାରିତ ଏପିସୋଡ୍‌ରେ ସେ ଏନେଇ ଖୁଲାସା କରିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ କହିବାନୁସାରେ, ତାଙ୍କୁ ପିଲା ବେଳେ ସେକ୍ସୁଆଲ ହାରାସ୍‌ମେଣ୍ଟର ସାମ୍ନା କରିବାକୁ…

ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ…

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା। ମାମଲାର ସମସ୍ତ ପ୍ରମାଣ ଏବଂ…

ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ଅଭିଯୋଗ, ଛାତ୍ରୀମାନେ ବଖାଣିଲେ ଅନୁଭୂତି

ଦୁନିଆର ସର୍ବପୁରାତନ ଓ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସେଣ୍ଟ ଏଣ୍ଡ୍ରୟୁଜ୍‌ ୟୁନିଭର୍ସିଟିରେ ଯୌନ ଶୋଷଣ ହୋଇଥିବା ଅଭିଯୋଗ ହୋଇଛି। ଡଜନେରୁ ଊର୍ଦ୍ଧ୍ୱ ଛାତ୍ରୀ ସୋସିଆଲ ମିଡିଆରେ ନିଜ ଅନୁଭୂତି ବଖାଣି କହିଛନ୍ତି ଯେ କ୍ୟାମ୍ପସରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ରେ St Andrews…

ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରୁଥିଲେ ନର୍ସ, ରୋଗୀ କଲେ ଯୌନ ଶୋଷଣ!

ରୋଗୀଙ୍କୁ ଆମ୍ବୁଲାନ୍ସରେ ବସାଇ ଚିକିତ୍ସା କରୁଥିବା ବେଳେ ଜଣେ ନର୍ସ ଯୌନ ଶୋଷଣର ଶିକାର ହୋଇଛନ୍ତି। ରୋଗୀ ଜଣକ ତାଙ୍କୁ ଆମ୍ବୁଲାନ୍ସ ଭିତରେ ଦୁଷ୍କର୍ମ କରିଛନ୍ତି। ଘଟଣା ଘଟିଛି ଲଣ୍ଡନରେ। ୨୫ ବର୍ଷୀୟା ଏହି ନର୍ସ କହିଛନ୍ତି, ମାରପିଟରେ ଆହତ ହୋଇଥିବା ଜଣେ ଯୁବକଙ୍କୁ ସେ ଆମ୍ବୁଲାନ୍ସରେ…

ପୁଣି ଲଜ୍ଜା : ୧୧ ବର୍ଷୀୟ ନାବାଳିକାକୁ ଯୌନ ନିର୍ଯାତନା

ହାଇଦ୍ରାବାଦରେ ଦୁଇ ଜଣ ଯୁବକ ୧୧ ବର୍ଷର ନାବାଳିକାକୁ ଯୌନ ଶୋଷଣ କରିଛନ୍ତି। ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ଦୁଇଜଣ ନାବାଳିକାକୁ ନେଇ ଫିଲ୍ମ ଦେଖାଇବା ବାହାନାରେ ଏକ ଖାଲିପଡିଥିବା ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ଅଭିଯୁକ୍ତ ଦୁଇଜଣ ଉକ୍ତ ନାବାଳିକା ଏବଂ ତାଙ୍କ ଆଠ ବର୍ଷୀୟ…