Below header
Browsing Tag

shark attack

ସାର୍କ ପିଠିରେ ମଝି ସମୁଦ୍ର ବୁଲା

ହ୍ଵିଲ ସାର୍କର ସବାରୀ। କରିବେ କି ଆପଣ? ଆପଣ ଭାବୁଥିବେ ଏ କି ଅଜବ ପ୍ରଶ୍ନ। ସମୁଦ୍ରର ଭୟାନକ ମାଛ ଭିତରେ ହ୍ଵିଲ ସାର୍କ ହେଉଛି ଅନ୍ୟତମ। ଆଉ ତା ର ସବାରୀ ମାନେ ନିଜ ଜୀବନକୁ ବାଜି ଲଗାଇବା ଭଳି ସମାନ। କିନ୍ତୁ ଏଭଳି ଅଜବ ଓ ଅସମ୍ଭବ କାମ ଜଣେ କରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…

ବାପା ଆଗରେ ପୁଅକୁ ଖାଇଗଲା ସାର୍କ, ଇଜିପ୍ଟ ସମୁଦ୍ରରେ ପହଁରୁଥିଲେ ପୁଅ

ନୂଆଦିଲ୍ଲୀ : ଇଜିପ୍ଟର ସମୁଦ୍ରରେ ପହଁରୁଥିବା ବେଳେ ଜଣେ ରୁଷୀୟ ଟୁରିଷ୍ଟଙ୍କୁ ନିଜ ବାପାଙ୍କ ଆଗରେ ଏକ ସାର୍କ ମାଛ ଖାଇଥିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି । ଏପରି ଭୟଙ୍କର ଦୃଶ୍ୟକୁ ଲୋକେ ଦେଖି ଆତଙ୍କିତ ହୋଇ ପଡିଛନ୍ତି । ସାର୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ଭ୍ଲାଦମିର…

ସାର୍କ ପେଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ହାତ, ଟାଟୁ ଦେଖି ଚିହ୍ନିଲେ ପରିବାର ଲୋକ

ସାର୍କ ପେଟରୁ ମିଳିଲେ ନିଖୋଜ ବ୍ୟକ୍ତି । ଶରୀରରେ ଟାଟୁ ଦେଖି ଚିହ୍ନିଲେ ପରିବାର ଲୋକେ । ଆର୍ଜେଣ୍ଟିନାରୁ ଜଣେ ବ୍ୟକ୍ତି ୧୮ ତାରିଖରେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଖବର ମୁତାବକ, ୩୨ ବର୍ଷୀୟ ଡିଏଗୋ ବୋରିଆ ଶେଷ ଥର ପାଇଁ ଆର୍ଜେଣ୍ଟିନାର ଦକ୍ଷିଣ ଚୁବୁତ ପ୍ରାନ୍ତର…

୩ ହଜାର ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମିଳିଲା ନରକଙ୍କାଳ, ଏମିତି ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ପ୍ରତ୍ନତତ୍ତ୍ୱବିଦ୍‌ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ପ୍ରାୟ ୩,୦୦୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସାର୍କ ଆକ୍ରମଣର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା। ସାର୍କ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଅକ୍ସଫୋର୍ଡର…

ମାଲିକକୁ ସାର୍କ କବଳରୁ ରକ୍ଷା କରିବା ପାଇଁ ପାଣିକୁ ଡେଇଁଲା କୁକୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଏକ ସାହାସୀ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ନିଜ ମାଲିକକୁ ସାର୍କର ଆକ୍ରମଣରୁ ରକ୍ଷା କରିବା ପାଇଁ ପାଣି ଭିତରକୁ ଡେଇଁଥିବା ଜଣାପଡିଛି, ଯାହାକୁ ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଭିଡିଓରେ ଦେଖଇବାକୁ ମିଳିଛି ଅଷ୍ଟ୍ରେଲିଆର…