Below header
Browsing Tag

shiv linga

ଶିବଙ୍କୁ ବେଲପତ୍ର ଚଢ଼ାଇବା ପଛରେ ରହିଛି ଏହି ପୌରାଣିକ ମାନ୍ୟତା, ଆଜି ଜାଣି ନିଅନ୍ତୁ ..

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରିୟ ହୋଇଥାଏ ବେଲ ଗଛ । କୁହାଯାଏ ଏହି ଗଛର ମୂଳେ ମହାଦେବଙ୍କ ବାସ ହୋଇଥାଏ । ତେଣୁ ଏହି ଗଛକୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ବେଲ ଗଛର ପତ୍ର ଶିବଙ୍କର ଅତିବ ପ୍ରିୟ । କୁହାଯାଏ ଯେଉଁ ବ୍ୟକ୍ତି ନିୟମିତ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ…

ଅଚଳେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଏ, ଜାଣନ୍ତୁ ଏହା ପଛରେ ଥିବା ଚମତ୍କାରିତା

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା…

ଘରେ ଶିବ ଲିଙ୍ଗ ରଖିବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏସବୁ କଥା, ନଚେତ୍‌ ଅସନ୍ତୁଷ୍ଟ ଦେବେ ମହାଦେବ

ଭଗବାନ ଶିବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। ସନାତନ ଧର୍ମରେ ଶିବଲିଙ୍ଗଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣରେ କୁହାଯାଇଛି ଯେ ଶିବଲିଙ୍ଗର ପୂଜା କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ମନସ୍କାମନା ପୂରଣ କରିଥାନ୍ତି। ତେବେ କେବଳ ମନ୍ଦିରରେ ନୁହେଁ, ଅଧିକାଂଶ ଲୋକ…

ପାଣି କମିଲା ବୈତରଣୀରୁ ବିରାଟ ଶିବ ଲିଙ୍ଗ ଦିଶିଲା, ଜାଗର ପରେ ଦର୍ଶନ ଦେଲେ ଭୋଳା ଶଙ୍କର

ଯାଜପୁର ଟାଉନ(କେନ୍ୟୁଜ୍) : ବୈତରଣୀ ନଦୀ ଭିତରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁରର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିର ନିକଟ ରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରୁ ଏହି ଲିଙ୍ଗ ଏବଂ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର…

କାହିଁକି ଶ୍ରାବଣରେ ଶିବଙ୍କୁ ଅର୍ପଣ କରାଯାଏ ବେଲ ପତ୍ର, ଦୁଦୁରା ଫୁଲ ଏବଂ କ୍ଷୀର ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ…

ସବୁଜ ବନାନୀ, ବାର୍ଷାର ଛିଟା, ରଙ୍ଗ ବେରଙ୍ଗର ଚୁଡି ଦୋକାନ ସାମ୍ନାରେ ଯୁବତୀଙ୍କ ଭିଡ ରାକ୍ଷୀର ଖୁସି ଏବଂ କାଉଡିଆଙ୍କ ଡାକ ହେଉଛି ଶ୍ରାବଣ ପରିଚୟ । ଏହା ସହ ଶ୍ରାବଣରେ ସୋମବାରର ମଧ୍ୟ ରହିଛି ବିଶେଷ ମହତ୍ବ । ଶ୍ରାବଣ ମାସରେ ଅନେକ ଲୋକ ସୋମବାର ବ୍ରତ ରଖିଥାନ୍ତି । ଏହି ସମୟରେ ଭଗବାନ…