Browsing Tag

shivsena

ନିର୍ବାଚନୀ ଚିହ୍ନ ଏବଂ ନାମ ହାସଲ କରିବା ପାଇଁ ୨୦୦୦ କୋଟି ଟଙ୍କାର ଡିଲ୍‌, ଜଲଦି ହେବ ଖୁଲାସା : ସଞ୍ଜୟ ରାଓ୍ଵତ

ନିର୍ବାଚନ କମିଶନ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ‘ଶିବସେନା’ ନାମ ଏବଂ ଦଳର ‘ଧନୁ ଓ ତୀର ଚିହ୍ନ’ ପ୍ରଦାନ କରିଥିବାରୁ ଭଡକିଛନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ । ସଞ୍ଜୟ ରାଓ୍ଵତ କହିଛନ୍ତି, ନିର୍ବାଚନୀ…

ସ୍ପଷ୍ଟ ଦିବାଲୋକରେ ଶିବସେନା ନେତାଙ୍କୁ ଗୁଳି! ଅଳିଆ ଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିରୋଧରେ ଦେଇଥିଲେ ଧାରଣା

ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ ହୋଇଛି। ଗୋପାଳ ମନ୍ଦିର ବାହାରେ ଅଳିଆ ଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିରୋଧରେ ସୁରୀ ଏଠାରେ ଧାରଣାରେ ବସିଥିଲେ। ଏହି ସମୟରେ ଭିଡ଼ ଭିତରୁ କେହି ଜଣେ ତାଙ୍କ ଉପରରୁ ଗୁଳି କରିଥିଲା। ଘଟଣାର ତୁରନ୍ତ ପରେ ତାଙ୍କୁ…

ED ହେପାଜତରେ ଶିବସେନା ନେତା ସଞ୍ଜୟ ରାଉତ, ମୁମ୍ବାଇ ସ୍ଥିତ ଘରେ ୯ ଘଣ୍ଟା ଧରି କରିଥିଲା ଜେରା

ମୁମ୍ବାଇ: ବନ୍ଧା ହୋଇପାରନ୍ତି ଶିବ ସେନା ନେତା ସଞ୍ଜୟ ରାଉତ। ଏବେ ED ସଞ୍ଜୟ ରାଉତଙ୍କୁ ଅଟକ ରଖିଥିବା ଜଣାଯାଇଛି। ମୁମ୍ବାଇ ସ୍ଥିତ ବାସଭବନରେ ସଞ୍ଜୟ ରାଉତଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିଲା ED। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍‌ ଜମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ…

ଶିବସେନାର ନୂଆ ରଣନୀତି, ଉର୍ମିଳା ମାତୋଣ୍ଡକରଙ୍କୁ MLC କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କଲେ ନାଁ

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମହାରାଷ୍ଟ୍ର ସରକାର ୧୨ ଟି ନାଁ ଥିବା ତାଲିକାକୁ ଏକ ବନ୍ଦ…

ବିଷ ଓଗାଳୁଛି ଶିବସେନା: କହିଲା- ସୁଶାନ୍ତ ସିଂହ ଜଣେ ‘ଚରିତ୍ର ହୀନ’ ବ୍ୟକ୍ତି, ଏହି କାରଣରୁ ନିଜକୁ ମାରିଛନ୍ତି

ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲଗାତାର ନିଜ ପ୍ରତିକ୍ରିୟା ଦେଉଥିବା ଶିବସେନା ଏଥରକ ସବୁ ସୀମା ଟପିଯାଇଛି। ପାର୍ଟି ଏମ୍‌ସ ରିପୋର୍ଟ ଆଧାରରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଚରିତ୍ରହୀନ କହିଛନ୍ତି। ଶିବସେନାର ଏହି ବୟାନକୁ ସମସ୍ତେ ବିରୋଧ କରୁଥିବା ଦେଖାଯାଇଛି।…