Browsing Tag

shoot

ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼

ନୀଳଗିରି(କେନ୍ୟୁଜ): ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…

ରାସ୍ତା ଉପରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ…

ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି: ଘରେ ପଶି ମାରପିଟ୍‌ କଲେ ଦୁର୍ବୃତ୍ତ

ବଲାଙ୍ଗିର (କେନ୍ୟୁଜ) : ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି । ବଲାଙ୍ଗିର ସଦର ଥାନା ସଦାଇପାଲି ଗାଁରେ ଜମିବାଡି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଲମ୍ବୋଦର ସାଏଙ୍କ ଘରେ ପଶି ଜମି ମାଫିଆ ମାରପିଟ୍‌ କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି । କାହା ଦେହରେ ଗୁଳି…

ଖାଇବା ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼, ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ…

ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି, ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର୍

ରାଉରକେଲା(କେନ୍ଯୁଜ୍): ଷ୍ଟିଲ ସିଟି ରାଉରକେଲାରେ ଫୁଟିଲା ଗୁଳି । ରାତି ପ୍ରାୟ ୯ଟା ବେଳେ ବନ୍ଧମୁଣ୍ଡା ରେଳବାଇ ହାଇସ୍କୁଲ ପଡ଼ିଆରେ ସଂଘବଦ୍ଧ ଆକ୍ରମଣ ପରେ ଯୁବକଙ୍କୁ ଗୁଳି ମାଡ଼ କରି ଅଭିଯୁକ୍ତ ଫେରାର । ଆହତଙ୍କ ବାମ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ରାଉରକେଲା…

ରାଜଧାନୀରେ ଅଭାବନୀୟ ଘଟଣା: ନିଜେ ବନ୍ଧୁକରେ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଅଭାବନୀୟ ଘଟଣା । ନିଜେ ବନ୍ଧୁକରେ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । ମୃତ ସିକ୍ୟୁରିଟି ଗାର୍ଡଙ୍କ ନାଁ କୃଷ୍ଣଚନ୍ଦ୍ର ଦାସ । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟଣା ଘଟିଛି । ଏୟାରପୋର୍ଟ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।…

ଏକତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁକ୍ତ ୩ ଛାତ୍ରୀଙ୍କୁ ପଏଣ୍ଟ ଜିରୋରୁ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ

ଏକତରଫା ପ୍ରେମର କରୁଣ ପରିଣତି। ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ ଗୁଳିମାଡ କଲା ଏକତରଫା ପ୍ରେମ କରୁଥିବା ପାଗଳ ପ୍ରେମୀ। ଏମିତି ଗୁଳି କରିଛି ଯେ ସେଇଠି ହିଁ ଟଳିପଡିଲେ ଯୁବତୀ। ପୁଣି ଯୁବତୀ ପଢ଼ୁଥିବା କଲେଜ ସାମ୍ନାରେ। ଏଭଳି ଏକ ଅଭାବନୀୟ ଘଟିଛି ହରିୟାଣାର ଫରିଦାବାଦ…