ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼
ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି।
ନୀଳଗିରି(କେନ୍ୟୁଜ): ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି। ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।