Browsing Tag

shooting

ନିର୍ବାଚନ ଫଳ ବାହାରିବା ପୂର୍ବରୁ ଅଶାନ୍ତ ହେଲା ବ୍ରହ୍ମପୁର, ଗୁଳିମାଡରେ ଗୁରୁତର ଆହତ ଆସିକା କଂଗ୍ରେସ ବିଧାୟକ…

ବ୍ରହ୍ମପୁର (କେ ନ୍ୟୁଜ୍‌) : ଆସିକା ବିଧାନ ସଭାପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ, ବ୍ରହ୍ମପୁର ଏନଏଚର ଲାଞ୍ଜିପଲ୍ଲି ଅକ୍ସଫୋର୍ଡ଼ ସ୍କୁଲ ସାମ୍ନାରେ ମନୋଜଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନୋଜ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମନୋଜଙ୍କୁ ଗୁରୁତର ଅଛନ୍ତି ।…

ସିଗାରେଟ ପାଇଁ ଫୁଟିଲା ଗୁଳି, ଗରୁତର ହେଲେ ଯୁବକ

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀର ସାଲିମାର ବାଗରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ସିଗାରେଟ ମାଗିଥିଲେ । ହେଲେ ଯୁବକ ଜଣଙ୍କ ସେ ଦୁଇଜଣଙ୍କୁ ଚିହ୍ନିନଥିବାରୁ ସେମାନଙ୍କୁ ସିଗାରେଟ ଦେବାକୁ ମନା କରିଦେଇଥିଲେ । ପରେ ବାଇକ ଆରୋହୀ ସେହି ଯୁବକଙ୍କୁ ଗୁଳି କରି…