Browsing Tag

shot

କାମାକ୍ଷାନଗରରେ ଯୁବକଙ୍କୁ ଗୁଳିକରି ହତ୍ୟା, କାରଣ ଅସ୍ପଷ୍ଟ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟରେ ଯୁବକଙ୍କୁ ଗୁଳିକରି ହତ୍ୟା । ହତ୍ୟାର କାରଣ ଅସ୍ପଷ୍ଟ। ମୃତକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ । ମିନକେତନ ଯାଜପୁର ଜିଲ୍ଲା ଟାଟାମାଇନ୍ସରୁ…

ସୁନା ଦୋକାନୀକୁ ଗୁଳି କରି ଲୁଟ୍‌: ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଅଳଙ୍କାର ନେଇ ଚମ୍ପଟ ମାରିଲେ ୩ଦୁର୍ବୃତ୍ତ

ବାସୁଦେବପୁର(କେନ୍ଯୁଜ୍): ଗୁଳି କରି ଲୁଟ୍‌। ସୁନା ଦୋକାନୀକୁ ଗୁଳି କରି ସୁନା ଅଳଙ୍କାର ଲୁଟ୍‌। ଭଦ୍ରକ ବାସୁଦେବପୁର ବ୍ଲକ ମାଛହାଟ ଛକ ନିକଟରେ ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଲୁଟ୍‌। ଗତକାଲି ବିଳମ୍ବିତ ରାତିରେ ଚକାଡୋଳା ଗହଣା ଦୋକାନର ମାଲିକ ତାପସ ସାହୁ ବ୍ୟାଗରେ ସୁନା ଧରି…

ଶିକାରୀ ହେଲା ନିଜେ ଶିକାର, ସହଯୋଗୀ ଗୁଳିରେ ସାଙ୍ଗ ହେଲା ଆହତ

ଭଞ୍ଜନଗର (କେନ୍ୟୁଜ) : ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ସହଯୋଗୀ ଆହତ। ବାର୍‌ହା ଘଉଡାଇବାକୁ ଯାଇ ଫୁଟିଲା ଗୁଳି। ଭଂଜନଗର ଥାନା ଅନ୍ତର୍ଗତ କୁଟମୀକୁମ୍ପା ଗାଁ ନିକଟରେ ଏହି ଅଘଟଣ ଘଟିଛି। ଆହତ ଜଣକ ଶିବରାମ ନାୟକ। ଜଣେ ସହଯୋଗୀଙ୍କ ସହ ରାତି ୩ଟାରେ ଧାନ କ୍ଷେତକୁ ବାର୍‌ହା ଘଉଡାଇବାକୁ ଯାଏ…

ଧାର ଟଙ୍କା ମାଗିବାରୁ ସୁବର୍ଣ୍ଣପୁର ଆମ୍ବସରଭଟା ଗାଁରେ ଗୁଳିମାଡ଼, ଜଣେ ଗୁରତର

ସୁବର୍ଣ୍ଣପୁର: ଧାର ଟଙ୍କା ମାଗିବାରୁ ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ରାସ୍ତା ଆମ୍ବସରଭଟା ନିକଟ ଗାଁ ମୁଣ୍ଡରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ସୂଚନା । ଗୁରୁତର ଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ। କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ…

ବାପା ମାରିଲେ ଚାପୁଡ଼ା, ପୁଅ ରାଗରେ ଚଳାଇଲା ଗୁଳି

ମିରଟ : ବାପାଙ୍କ ଚାପୁଡ଼ାରେ ରାଗି ଜଣେ ଯୁବକ ଏପରି କାଣ୍ଡ କରିଛନ୍ତି ଯାହାର କଳ୍ପନା ମଧ୍ୟ ଆପଣ କରିପାରିବେ ନାହିଁ। ବେକାର ପୁଅକୁ ବାପା ଗାଳି କରିବା ସହ ଠିକ୍ ରାସ୍ତାକୁ ଆଣିବା ପାଇଁ ମାରିଲେ ଗୋଟିଏ ଚାପୁଡ଼ା। କିନ୍ତୁ ପୁଅ ଜଣଙ୍କ କ୍ରୋଧରେ ଅନ୍ଧ ହୋଇ ଚଲାଇ ଦେଲା ଗୁଳି। ଆଉ ସେଇଠି ଟଳି…