Browsing Tag

siddaramaiah

କନ୍ନଡ ଅଭିନେତ୍ରୀ ଲୀଲାବତୀଙ୍କ ନିଧନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଦ୍ଦରମୈୟା

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ପରଲୋକ । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ…

ସିଦ୍ଦରମୈୟା ଖୋଲିଲେ ବିଧାନସଭାରେ ବନ୍ଦ ଥିବା ଅଶୁଭ ଦକ୍ଷିଣ ଦ୍ବାର, ଦୀର୍ଘବର୍ଷ ହେଲାଣି ବାସ୍ତୁ ଦୋଷ କାରଣରୁ ଥିଲା…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିଧାନସଭାର ଦକ୍ଷିଣ ଦ୍ବାର ଖୋଲିଛନ୍ତି । ବାସ୍ତୁଦୋଷ ଯୋଗୁଁ ଏହି ଗେଟକୁ ଅନେକ ବର୍ଷ ହେଲାଣି ବନ୍ଦ କରିଦିଆଯାଇଥିଲା । ଶନିବାର ନିଜ ଅଧିକାରୀଙ୍କ ସହ ବୈଠକ ଲାଗି ବିଧାନସଭାରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଦକ୍ଷିଣ ଦ୍ବାର ବନ୍ଦ ଥିବାର…

କର୍ଣ୍ଣାଟକରେ କ୍ୟାବିନେଟ ବିସ୍ତାର, ସିଦ୍ଦରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ

କର୍ଣ୍ଣାଟକରେ ୨୦ ମଇରୁ କଂଗ୍ରେସ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ…

କର୍ଣ୍ଣାଟକ: ବିଧାନସୌଧରେ ମୁଖ୍ୟମନ୍ତ୍ରୀ ଅଫିସ୍‌ ବାହାରେ ‘ନାମ ଫଳକ’ ବଦଳିଲା, ସାମ୍ନାକୁ ଆସିଲା VIDEO

କର୍ଣ୍ଣାଟକର ନବ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସିଦ୍ଦରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡ. ଜି ପରମେଶ୍ୱର, କେଏଚ୍ ମୁନିୟାପ୍ପା, କେଜେ ଜର୍ଜ, ଏମବି ପାଟିଲ, ସତୀଶ…

ସିଦ୍ଦରମୈୟାଙ୍କ ଘର ବାହାରେ ସୁରକ୍ଷାକର୍ମୀ ମୁତୟନ, ୨୦ରେ ଶପଥ ଗ୍ରହଣ ଉତ୍ସବ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍ । ଗତକାଲି ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ନେବାକୁ ସିଧାସଳଖ ମନା…

ଛିଣ୍ଡିଲା କର୍ଣ୍ଣାଟକ କ୍ଷମତା କନ୍ଦଳ : ଅଢ଼େଇ ବର୍ଷ ଲେଖାଏଁ ପାଳି ବଦଳରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ ଦୁଇ…

ନୂଆଦିଲ୍ଲୀ : ଛିଡ଼ିଲା ଅଙ୍କ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ସିଦ୍ଦରମୈୟା। ଉପମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । କ୍ୟାବିନେଟ୍‌ ଗଠନ ନେଇ ମଧ୍ୟ ଆଲୋଚନା ଶେଷ ହୋଇଛି। ବିଧିବଦ୍ଧ ଭାବେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହା ଘୋଷଣା କରାଯାଇନଥିଲେ ମଧ୍ୟ ସୂତ୍ରରୁ ଜଣାପଡ଼ିଛି ।…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହେଲେନି ଶିବକୁମାର

କର୍ଣ୍ଣାଟକ ରାଜନୀତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଖବର ମୁତାବକ, ଡିକେ ଶିବକୁମାରଙ୍କୁ ଉପ…