Browsing Tag

siddhivinayak temple

ଆସନ୍ତାକାଲିଠୁ ଖୋଲୁଛି ସିଦ୍ଧି ବିନାୟକ ମନ୍ଦିର, ଦର୍ଶନ ପାଇଁ କ୍ୟୁଆର କୋଡ୍‌ ମାଧ୍ୟମରେ କରିବାକୁ ହେବ ପ୍ରି-ବୁକିଂ

କରୋନା ମହାମାରୀ ଯୋଗୁ ସବୁ କିଛି ଠପ୍‌ ହୋଇଯାଇଛି। ଧାର୍ମିକ ସ୍ଥାନଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏଣୁ ଅନେକ ଦିନ ହେବ ବିଭିନ୍ନ ବଡ଼ ବଡ଼ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହୋଇ ରହିଛି। ତେବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବାରୁ ଏବେ ମନ୍ଦିରଗୁଡ଼ିକ…

ବଦଳିଲା ସିଦ୍ଧି ବିନାୟକ ମନ୍ଦିରରେ ପ୍ରବେଶ ନିୟମ, ଏବେ କ୍ୟୁଆର କୋଡ୍‌ ଦେଖାଇବା ପରେ ହିଁ କରିପାରିବେ ବପ୍ପାଙ୍କ ଦର୍ଶନ

କରୋନା ମହାମାରୀ ଯୋଗୁ ଦେଶର ସବୁ ମନ୍ଦିରରେ ଦର୍ଶନ କରିବା ପାଇଁ ନୂଆ ଉପାୟ ଆପଣାଯାଇଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ସହରସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ନୂଆ ଟେକ୍ନିକ୍‌ରେ ଦର୍ଶନ କରାଇବାକୁ ଯୋଜନା ହୋଇଛି। ମନ୍ଦିର ପ୍ରଶାସନ ମନ୍ଦିରରେ କ୍ୟୁଆର କୋଡ୍‌ ସିଷ୍ଟମ୍‌ ଲାଗୁ…

କରୋନା ଭୟରେ ଶିରିଡି ସାଇବାବାଙ୍କ ମନ୍ଦିର ଓ ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିର ବନ୍ଦ

ମହାରାଷ୍ଟ୍ର : କରୋନା ଭୟ ପାଇଁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ । ଆଜି ଦିନ ୩ଟାରୁ ଭକ୍ତଙ୍କ ପାଇଁ ସାଇବାବାଙ୍କ ମନ୍ଦିର ବନ୍ଦ ରହିବ । ସତର୍କତାମୂଳକ ପଦକ୍ଷେପ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଇବାବାଙ୍କ ମନ୍ଦିରରେ ପ୍ରତ୍ୟେକ…

ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୧୪କୋଟି ଟଙ୍କାର ସୁନା ଦାନ କଲେ ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ, ନିଜ ପରିଚୟ ଗୋପନ…

ମୁମ୍ବାଇ:  ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୩୫କିଗ୍ରା ସୁନା ଭେଟି। ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି। ସୁନାର ଆନୁମାନିକ ଦର ପ୍ରାୟ ୧୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ସୁନାରେ ସିଦ୍ଧିବିନାୟକଙ୍କ ଆସ୍ଥାନ, ମନ୍ଦିରର କବାଟ, ବିଭିନ୍ନ ଖମ୍ବକୁ ସୁନାର…