ବାସ୍ତୁ ଟିପ୍ସ: ଆର୍ଥିକ ସ୍ଥିତିରେ ସୁଧାର ଚାହୁଁଥିଲେ ଦସ୍ତଖତ କରିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ,…
ଆଜି ବି ଅନେକ ଲୋକ ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ କରନ୍ତି। କୁହାଯାଏ, ବାସ୍ତୁ ଅନୁସାରେ ଘରକୁ ସଜାଡ଼ିଲେ କୌଣସି ସମସ୍ୟା ଆସେ ନାହିଁ। ଘରେ ଯଦି ଆପଣ ବାସ୍ତୁ ଅନୁସାରେ ସମସ୍ତ ସାମଗ୍ରୀକୁ ବି ସଜାଇ ରଖିବେ ତେବେ ପରିବାରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ। କିନ୍ତୁ ବୋଧେ ଖୁବ୍ କମ୍ ଲୋକ…