Below header
Browsing Tag

sim card seized

ସିମ୍ କାର୍ଡ ବିକ୍ରି କରିବା ପାଇଁ ଏଣିକି ହେବ ପୋଲିସ୍ ଭେରିଫିକେସନ୍, ନିୟମ ନମାନିଲେ ୧୦ ଲକ୍ଷ ଜରିମାନା

ଦିନକୁ ଦିନ ବଢ଼ିବାରେ ଲାଗିଛି ଫୋନ କଲ୍ ମାଧ୍ୟମରେ ଜାଲିଆତି ମାମଲା । ନକଲି ସିମକୁ ବ୍ୟବହାର କରି ଠକି ଚାଲିଛନ୍ତି ସାଇବର ଠକ । ଗୋଟିଏ ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର ସରକାର କଠୋର…

ଭୁବନେଶ୍ୱର ପରେ ଗଞ୍ଜାମରେ ଫେକ୍‌ ସିମ କାର୍ଡ ବିକ୍ରି, ୩ଗିରଫ

ଭୁବନେଶ୍ବର(କେନ୍ୟୁଜ): ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାରେ ଫେକ୍‌ ସିମ କାର୍ଡ ବିକ୍ରି ଅଭିଯୋଗ । ପାଟପୁର ପୋଲିସ ପକ୍ଷରୁ ଡେଙ୍ଗାଉସ୍ତାର ୩ଟି ମୋବାଇଲ ଦୋକାନ ଉପରେ ଚଢ଼ାଉ କରାଯାଇ ୩୮ଟି ସିମ କାର୍ଡ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଫେକ୍‌…

କଟକରେ ୨୫୦ରୁ ଅଧିକ ପ୍ରି ଆକ୍ଟିଭେଟ୍‌ ସିମ୍‌କାର୍ଡ ଜବତ: ଦୁଇ ସାଇବର୍‌ ଠକ ଗିରଫ

କଟକ(କେନ୍ୟୁଜ୍): କଟକରେ ୨୫୦ରୁ ଅଧିକ ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି ପୋଲିସ।ଏସବୁ ସିମକୁ ସାଇବର କ୍ରାଇମ୍‌ ପାଇଁ ବ୍ୟବହାର ହେଉଥିଲା । କିଛି ସିମ୍‌ ରାଜ୍ୟ ବାହାରକୁ ମଧ୍ୟ ଯାଇଛି । ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ସ୍ପଷ୍ଟ କରିଛି ଫେକ୍‌ ଆଧାର ଓ…