ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍, ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀ ପ୍ରଭାବିତ ହୋଇ ନଥିବା…
କରଞ୍ଜିଆ: ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ପରିଦର୍ଶନ କରି ଠାକୁରମୁଣ୍ଡା ଠାରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପରେ ଗୁଡୁଗୁଡିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଛି ସେଣ୍ଟ୍ରାଲ ଟିମ୍।…