ଭାରତରେ ଲଞ୍ଚ ହେଲା ସ୍ମାର୍ଟଫ୍ୟାନ, ୱାଇଫାଇ ସହିତ ଭଏସ ମାଧ୍ୟମରେ ବି କରିପାରିବେ କଣ୍ଟ୍ରୋଲ
Luxaire ଭାରତରେ ନିଜର ନୂଆ ଲକ୍ଜୁରୀ ଫ୍ୟାନ ଲଞ୍ଚ କରିଛି । Luxaireର ଏଇ ଫ୍ୟାନ କମ୍ପାନୀର ପ୍ରଥମ Internet of Things enabled (IoT) ଫ୍ୟାନ ଅଟେ । Luxaireର ଏହି ଫ୍ୟାନ ବ୍ରଶଲେସ ଡିସି ମୋଟର ଟେକନିକ ଠାରୁ ଲେସ ଅଟେ । ତେବେ ଏହି ପଙ୍ଖାର ମଡେଲର ନାମ ହେଉଛି IoT enabled Lux…