Browsing Tag

smartphone storage

ଯଦି ଆପଣଙ୍କ ଫୋନର ଡାଟା ଶୀଘ୍ର ଶେଷ ହୋଇଯାଉଛି ତେବେ ଜାଣନ୍ତୁ ଏହାର ବଡ଼ କାରଣ, ରହିବେ ଫାଇଦାରେ

ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍…

ବିନା ରିସେଟରେ ଖାଲି କରନ୍ତୁୁ ସ୍ମାର୍ଟଫୋନ୍‌ ଷ୍ଟୋରେଜ୍‌, ଗୋଟିଏ ମିନିଟରେ ହୋଇଯିବ କାମ

ସ୍ମାର୍ଟଫୋନରେ ହାଇ-କ୍ୱାଲିଟୀ ଫଟୋଜ୍‌ ଏବଂ ଭିଡିଓଜ ଲଗାତର ପାଇଲ-ଅପ୍‌ ହେବା କାରଣରୁ ଏହା ହ୍ୟାଙ୍ଗ ହେବାକୁୁ ଲାଗିଥାଏ ଏବଂ ଏହାର ସ୍ପିଡ ସ୍ଲୋ ହୋଇଯାଇଥାଏ। ଏମିତିରେ ଆପଣଙ୍କୁ କାମ କରିବାରେ ବହୁତ ମୁସକିଲ ହୋଇଥାଏ। କେବଳ ଏତିକି ନୁହେଁ ବେଳେବେଳେ ତ ମଲ୍ଟି-ଟାସ୍କିଙ୍ଗ୍‌ ସମୟରେ ମଧ୍ୟ…

ଗୁଗୁଲର ନୂଆ ଫିଚରରେ ଫୋନ ଷ୍ଟୋରେଜ ସମସ୍ୟା ହେବ ଦୂର

ଗୁଗଲ ଆଣିଲା ନୂଆ ଫିଚର । ଯେଉଁଥିରେ ଆପଣଙ୍କ ଫୋନର ଷ୍ଟୋରେଜ ସମସ୍ୟା ହୋଇଯିବ ଦୂର। ଆଜିର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଯାହାର ହାତରେ ସ୍ମାର୍ଟଫୋନ୍ ନାହିଁ। ଆମେ ସ୍ମାର୍ଟଫୋନ୍ ଉପରେ ଏତେ ନିର୍ଭରଶୀଳ ଯେ ଆମର ସମସ୍ତ କାର୍ଯ୍ୟ ଏବଂ ମନୋରଞ୍ଜନ ଆମ ଫୋନରେ କରିଥାଉ। ଏପରି…