ବିନା ରିସେଟରେ ଖାଲି କରନ୍ତୁୁ ସ୍ମାର୍ଟଫୋନ୍‌ ଷ୍ଟୋରେଜ୍‌, ଗୋଟିଏ ମିନିଟରେ ହୋଇଯିବ କାମ

ସ୍ମାର୍ଟଫୋନରେ ହାଇ-କ୍ୱାଲିଟୀ ଫଟୋଜ୍‌ ଏବଂ ଭିଡିଓଜ ଲଗାତର ପାଇଲ-ଅପ୍‌ ହେବା କାରଣରୁ ଏହା ହ୍ୟାଙ୍ଗ ହେବାକୁୁ ଲାଗିଥାଏ ଏବଂ ଏହାର ସ୍ପିଡ ସ୍ଲୋ ହୋଇଯାଇଥାଏ। ଏମିତିରେ ଆପଣଙ୍କୁ କାମ କରିବାରେ ବହୁତ ମୁସକିଲ ହୋଇଥାଏ। କେବଳ ଏତିକି ନୁହେଁ ବେଳେବେଳେ ତ ମଲ୍ଟି-ଟାସ୍କିଙ୍ଗ୍‌ ସମୟରେ ମଧ୍ୟ ସ୍ମାର୍ଟଫୋନ୍‌ ହ୍ୟାଙ୍ଗ୍‌ କରିବାକୁ ଲାଗିଥାଏ। ଏମିତି ନ କଲେ ଆପଣଙ୍କୁ ବାରମ୍ବାର ସମସ୍ୟା ହେବାକୁ ଲାଗିଥାଏ। ଯଦି ଆପଣ ଏପରି ଚାହୁଁନାହାଁନ୍ତି ତାହେଲେ ଏକ ଅପ୍ସନ ମହଜୁଦ୍‌ ରହିଛି ଯାହାଦ୍ୱାରା ଆପଣ ବିନା କୌଣସି ଡାଟା ଖତମ କରି ନିଜ ସ୍ମାର୍ଟଫୋନ ଷ୍ଟୋରେଜ କ୍ଲିୟର କରିପାରିବେ।

ସ୍ମାର୍ଟଫୋନରେ ପ୍ରତିଦିନ ବହୁତ ସାରା କାସେ ଏକଠି ରହିଥାଏ, ଏହାସହିତ ହିଁ ହେବି ଭିଡିଓ ଏବଂ ଫଟୋଜ୍‌ କାରଣରୁ ମଧ୍ୟ ଷ୍ଟୋରେଜ୍‌ କମ୍‌ ହୋଇଯାଇଥଏ ଏବଂ ଯେତେବେଳେ ଏହା ସମ୍ପୂର୍ଣ୍ଣ ଭାବେ ଫୁଲ ହୋଇଯାଏ ସେତେବେଳେ ଲୋକଙ୍କୁ ସମସ୍ୟା ହେବାକୁ ଲାଗିଥାଏ। ଏବଂ ତାସହିତ ଭିଡିଓ ପ୍ଲେ ହେବାର ସ୍ପିଡ ମଧ୍ୟ କମ୍‌ ହୋଇଯାଏ। ଏମିତିରେ ଏଗୁଡିକୁ ଡିଲିଟ୍‌ କରିବା ହିଁ ଉଚିତ ଅପ୍ସନ ଅଟେ, କିନ୍ତୁ ଏହି କାମ ସାବଧାନୀରେ କରିବାକୁ ଆବଶ୍ୟକ ପଡିଥାଏ।

ଯଦି ଆପଣଙ୍କ ସ୍ମାର୍ଟଫୋନରେ ଆବଶ୍ୟକରୁ ଅଧିକ କାସେ ଏକାଠି ହୋଇସାରିଛି, ଜଙ୍କ୍‌ ଫାଇଲ୍ସ ଏକାଠି ହୋଇଚାଲିଛି, ଫଟୋ ଏବଂ ଭିଡିଓ ଆବଶ୍ୟକରୁ ଅଧିକ ହୋଇଯାଇଛି ତାହେଲେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାର୍ହି। ଆମେ ଚିନ୍ତିତ ହୋଇ ବେଳେବେଳେ ଅନେକ ଜରୁରୀ ଫାଇଲ୍ସକୁ ବି ଡିଲିଟ୍‌ କରିଦିଅନ୍ତି, କିନ୍ତୁ ଆପଣ ଏହି ପ୍ରକ୍ରୀୟାକୁ ସାବଧାନୀରେ ପୂରା କରିପାରିବେ। ଆପଣଙ୍କୁ ବାସ୍‌ ଗୁଗଲ ପ୍ଲେ ଷ୍ଟୋରରୁ ଆପକୁ ଡାଉନଲୋଡ କରିବାକୁ ପଡିବ।

ଆପଣ ଏହି ଆପ୍‌ ବଦଳରେ ୟୁଜର୍ସ କ୍ରମବଦ୍ଧ ତରିକାରେ ଏହା ଜାଣିପାରିବେ ଯେ କଣ ଡିଲିଟ୍‌ କରିବେ ଏବଂ କଣ ନାହିଁ। ନଚେତ ସାବଧାନୀରେ ବେକାର ଫାଇଲ୍ସକୁ ନିଜ ସ୍ମାର୍ଟଫୋନରେ ଡିଲିଟ୍‌ କରିପାରିବେ। ଏହି ପ୍ରୋସେସ୍‌ ବହୁତ ସହଜ ଏବଂ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହି ସମ୍ପୂର୍ଣ୍ଣ ପ୍ରକ୍ରୀୟାକୁ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.