Below header
Browsing Tag

soap

କାହିଁକି ଏ ସ୍ୱତନ୍ତ୍ର ସାବୁନ ଯାହା ମହଙ୍ଗା ହେଲେ ବି କିଣୁଛନ୍ତି ଲୋକେ

ଦର୍ଶକବନ୍ଧୁ ଦିନକୁ ଦିନ କେତେ କେତେ ନୂଆ ନୂଆ ଜିନିଷର ଉତ୍ପତ୍ତି ହେଉଛି । ଯାହା ପ୍ରତିଦିନ ଆପଣ ଦେଖିବାକୁ ପାଉଥିବେ । ଏମିତିକି ଜିନିଷ ସମାନ ଥିବ କିନ୍ତୁ ତାର ଉପର କଭର ବି ପରିବର୍ତ୍ତନ ହୋଇଯାଇଥିବାର ଦେଖିଥିବେ ଆପଣ । ଯେମିତି ପ୍ରତିଦିନ ଲୋକଙ୍କୁ ଚେଞ୍ଜର ଆବଶ୍ୟକତା ରହିଛି । ଏହାରି…

ଶରୀରର ଏହି ତିନି ଅଙ୍ଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ସାବୁନ୍, ଚାଲିଯାଇପାରେ ଜୀବନ

ଗାଧୋଇବା ସମୟରେ ସାବୁନର ବ୍ୟବହାର ଆମେ ସମସ୍ତେ କରିଥାଉ । ବିନା ସାବୁନରେ ଗାଧୋଇବା ନିହାତି ଅଜବ୍ ଲାଗେ । କାରଣ ଆମ ସମସ୍ତଙ୍କର ଧାରଣା ରହିଛି ଶରୀରରେ ସାବୁନ୍ ଲଗାଇଲେ ସଫା ହୋଇଥାଏ । ଏହା ସହ ଶରୀରରୁ ଜୀବାଣୁ କୀଟାରୁ ଦୂର ହୋଇଥାଏ । କିନ୍ତୁ ଜାଣି ଆଶ୍ଚର‌୍ୟ୍ୟ ହେବେ ଜୀବନ ନେଇପାରେ…

ବିଭିନ୍ନ ପ୍ରକାର ରଙ୍ଗର ସାବୁନରୁ କାହିଁକି କେବଳ ଧଳା ରଙ୍ଗର ଫେଣ ହିଁ ବାହାରିଥାଏ ?

କପଡା ଧୋଇବା ସମୟରେ,ଗାଧୋଇବା ସମୟରେ କି ଛୋଟ ବେଳେ ସାବୁନ୍ ଫେଣରେ ଫୋଟକା ଉଡାଇବା ସମୟରେ ଆପଣ ଗୋଟେ କଥା ନିଶ୍ଚୟ ନଜର କରିଥିବେ ସବାନରୁ ବାହାରୁଥିବା ଫେଣର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଏମିତି କାହିଁକି ହୋଇଥାଏ, କେବେ ଭାବିଛନ୍ତି ? ସାବୁନ୍ ଯୋଉ ବି ରଙ୍ଗର ହେଉନା କାହିଁକି ଏହାର ଫେଣ…