Browsing Tag

Sona Mahapatra

ଅନୁ ମାଲିକଙ୍କ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ଗାୟିକା ସୋନା ମହାପାତ୍ର

କିଛି ଦିନ ହେବ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ #Me too ଅଭିଯୋଗକୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି । କିନ୍ତୁ ନିକଟରେ ଅନୁ ନିଜ ବିରୋଧରେ ଲାଗି ଥିବା ଏହି ଅଭିଯୋଗର ଜବାବ ଏକ ଖୋଲା ଚିଠି ବା ଓପନ ଲେଟର ମାଧ୍ୟମରେ ଦେଇଛନ୍ତି । ଚିଠି ଜରିଆରେ ସେ ଏହି ଆରୋପ ଗୁଡିକୁ ସମ୍ପୂର୍ଣ୍ଣ ମିଥ୍ୟା ତଥା…

ଅନୁ ମଲ୍ଲିକଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ‘ମୂଷା ପୁଣି ଗାତକୁ ଫେରିଆସୁଛି’

ମି-ଠୁ ମୁଭମେଣ୍ଟରେ ବଲିଉଡର ବହୁ ନାମିଦାମୀ କଳାକାର ମାନଙ୍କ ଉପରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ଲାଗିଛି । ସଙ୍ଗିତକାର ଅନୁ ମଲ୍ଲିକ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ । ତାଙ୍କ ଉପରେ ଅଭିଯୋଗ ଆସିବାପରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ରୁ ତାଙ୍କୁ ବାହାର କରିଦିଆଯାଇଥିଲା ।…