ସୁପରେ ବିଷ ମିଶାଇ ପୂର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେଲା ପ୍ରେମିକା, ଚାଲିଗଲା ୫ ଜୀବନ
ପ୍ରେମ ହେଉଛି ଶାଶ୍ୱତ, ସୁନ୍ଦର ଓ ଚିରନ୍ତନ । ପ୍ରେମର ପରିଭାଷା ସବୁଠାରୁ ସ୍ୱତନ୍ତ୍ର । ଯେତେବେଳେ ପ୍ରେମ ସଫଳ ହୁଏ ସେତେବେଳ ପ୍ରେମର ସ୍ମୃତି ପାଲଟିଥାଏ ଇତିହାସ କିନ୍ତୁ ଯେତେବେଳେ ଏହି ମଧୁର ସମ୍ପର୍କରେ ଫାଟ ସୃଷ୍ଟି ହୁଏ ତାହେଲେ ସବୁକିଛି ଓଲଟି ଯାଏ । ହଁ ଆଜ୍ଞା ପୂର୍ବତନ ପ୍ରେମିକଠାରୁ…