Below header
Browsing Tag

space science

ମହାକାଶରୁ ଆସିଥାଏ ବହୁତ ଉଚ୍ଚ ଶବ୍ଦ, କିନ୍ତୁ ଏହା କାହିଁକି ପୃଥିବୀରେ ପହଞ୍ଚେ ନାହିଁ ?

ଆପଣମାନେ ମହାକାଶକୁ ନେଇ ବିଭିିନ୍ନ ପ୍ରକାରର କଥା ଶୁଣିଥିବେ । ଯଦି ଆପଣଙ୍କ ଶୁଣିବାର କ୍ଷମତା ଭଲ ଅଛି ତେବେ ଆପଣ ପୃଥିବୀରେ ହେଉଥିବା ପ୍ରତ୍ୟେକ ଶବ୍ଦ ଶୁଣି ପାରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ମହାକାଶରୁ ଆସୁଥିବା ଶବ୍ଦ ପୃଥିବୀରେ କାହିଁକି ଶୁଣିବାକୁ ମିଳିନଥାଏ ? ବାସ୍ତବରେ ବହୁତ…

ଇଣ୍ଟରଷ୍ଟେଲର କଣ? ମହାକାଶର ଏହି ରହସ୍ୟମୟୀ ଜିନିଷକୁ ଖୋଜୁଛନ୍ତି ବୈଜ୍ଞାନିକ

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମହାକାଶରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ମହାକାଶରେ ଥିବା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ମହାକାଶରୁ ବେଳେବେଳେ କିଛି ରହସ୍ୟମୟୀ ଜିନିଷ…

ନିଜ ନାମର ଯଥାର୍ଥତାକୁ ପ୍ରମାଣିତ କଲେ ସୂର୍ଯ୍ୟପ୍ରକାଶ, କୋରାପୁଟର ଏହି ସୁନା ପୁଅ ମହାକାଶ ବିଜ୍ଞାନରେ କରିବେ ଗବେଷଣା

କୋରାପୁଟ: କୋରାପୁଟ ପୁଅ କରିବେ ମହାକାଶ ବିଜ୍ଞାନରେ ଗବେଷଣା । କୃଷି ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଗବେଷଣା କରିବାକୁ ସ୍ବପ୍ନ ଦେଖୁଛନ୍ତି । ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ସ୍ପେସ ଏଣ୍ଡ ଟେକ୍ନୋଲୋଜି ଭଳି ଅନୁଷ୍ଠାନରେ ନାମ ଲେଖାଇ ବେଶ ଖୁସି ଅଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ମେଧାବୀ…