Below header
Browsing Tag

space

ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ଅନ୍ତରୀକ୍ଷ ବିଷୟରେ କହିଲେ ନୀଳ ଆକାଶ, କଳା ବାଦଲ, ତାରା ଜହ୍ନ ଠାରୁ ଅଧିକ ବୋଧହୁଏ ଆମେ ଆଉକିଛି ଜାଣିନାହୁଁ । ସାଧାରଣତଃ ବୈଜ୍ଞାନିକ ଓ ଗବେଷକମାନେ ରିସର୍ଚ୍ଚ କରୁଥିବା ଅନ୍ତରୀକ୍ଷ ବିଷୟରେ ଅନେକ ଆଶ୍ଚର୍ଯ୍ୟକର କଥା ଶୁଣିବାକୁ ମିଳିଥାଏ । ଯାହାକୁ ଭେଦ କରିବା ସାଧାରଣ ମଣିଷ ପାଖେ ସମ୍ଭବ…

ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

ଏବେ ମହାକାଶକୁ ନେଇ ବିଭିନ୍ନ ପ୍ରକାର ଖବର ଆସିବାରେ ଲାଗିଛି। କିନ୍ତୁ ଅଧିକାଂଶ ଖବର ଗବେଷକ ଏବଂ ବୈଜ୍ଞାନିକମାନଙ୍କ ସହ ଯୋଡ଼ି ହୋଇ ରହିଥାଏ। ଯେପରି ମହାକାଶକୁ ପଠାଯାଇଥିବା ସ୍ୟାଟେଲାଇଟ୍‌ ଏବଂ ସେଠାରେ ହୋଇଥିବା ନୂତନ ଆବିଷ୍କାର ଆଦି। ତେବେ ଆଜି ଆମେ ଆପଣଙ୍କୁ ମହାକାଶ ସହ ଜଡ଼ିତ ଏମିତି କିଛି…

ପୃଥିବୀ ଓ ମହାକାଶର କିଛି ଏମିତି ତଥ୍ୟ ଯାହା ଆଜି ବି ରହସ୍ୟ ହୋଇରହିଛି

ମହାକାଶ ଓ ପୃଥିବୀର କିଛି ରହସ୍ୟକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଖୋଜି ବାହାର କରିପାରି ନାହାନ୍ତି  । ଆଜି ଆମେ ଏମିତି ହିଁ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଶରବିଦେଶର ବଡ ବଡ ବୈଜ୍ଞାନିକ ମାନଙ୍କ ପାଇଁ ଏକ ପ୍ରକାର ଅବୁଝା ରହସ୍ୟ ହୋଇ ରହିଯାଇଛି । ଯାହାକୁ ଜାଣିବା ପାଇଁ ସେମାନେ…

ଜାଣନ୍ତୁ ଅନ୍ତରୀକ୍ଷ ଓ ଚନ୍ଦ୍ର ସମ୍ପର୍କରେ କିଛି ଅଜଣା କଥା

ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର ଯୋଜନା ଅନୁଯାୟୀ ଚନ୍ଦ୍ରାୟନ -୨ ର ଲ୍ୟାଣ୍ଡର 'ବିକ୍ରମ' ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିନାହିଁ। ଏହା ସହ ଇସ୍ରୋ ସହ ଏହାର ସମ୍ପର୍କ ତୁଟି ଯାଇଥିଲା । କିନ୍ତୁ ଆର୍ବିଟର ସହାୟତାରେ ବିକ୍ରମର ଦିଗକୁ ଚିହ୍ନଟ କରାଯାଇଛି ଓ ତୁରନ୍ତ ତାହା ସହ ସମ୍ପର୍କ…