Browsing Tag

special news

ଭାରତର ଏମିତି କାଳୀ ମନ୍ଦିର ଯେଉଁଠି ମାଙ୍କ ମୂର୍ତ୍ତି ଉପରେ ଚଢ଼ାଯାଏ ଜଳ, ୨୫୦ ବର୍ଷର ପୁରୁଣା ପରମ୍ପରା

ଭାରତ ନିଜର କଳା ଓ ସଂସ୍କୃତି ପାଇଁ ଖୁବ୍ ପରିଚିତ। ସେଥିପାଇଁ ଏହି ମାଟିର ଇତିହାସ ଟାଣିଆଣେ ଅନେକ ବିଦେଶୀଙ୍କୁ। ପୁଣି ଭାରତରେ ରହିଛି ଅନେକ ଶକ୍ତି ପୀଠ। ହେଲେ ବନ୍ଦା ଠାରେ ମା' କାଳୀଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ମା’ଙ୍କୁ ଦିଆଯାଏ ଜଳ। ପୁଣି ଏହା ବହୁତ୍ ପୁରୁଣା ପ୍ରଥା।…

କଳାହାଣ୍ଡିର ଦେବୀ ମା’ ମାଣିକେଶ୍ଵରୀଙ୍କ ପୂଜା ଅତି ନିଆରା: ପ୍ରତିବର୍ଷ ଆୟୋଜିତ ହୁଏ ପ୍ରସିଦ୍ଧ ଛତର ଯାତ୍ରା,…

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଏହାର ଅନେକ କିମ୍ବଦନ୍ତୀ ରହିଛି, ଯାହାକି ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଏହାର କଳା, କୀର୍ତ୍ତି ଓ ସଂସ୍କୃତି ପ୍ରତି ଆକର୍ଷିତ କରିଥାଏ। ୧୨ ମାସରେ ତେର ପର୍ବ ପୁଣି ଆୟୋଜନ ହୁଏ ଅନେକ ଯାନିଯାତ୍ରା। ତେବେ ଆପଣ ଜାଣିଥିବେ…

ଯାଜପୁରରେ ଅନୁଷ୍ଠିତ ହେବ ଯାଜପୁର ଅଧିଷ୍ଠାତ୍ରୀ ମା’ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ସବୁ ଦେବୀ ପୀଠରେ ଷୋଡଷ ପୂଜା ମଧ୍ୟ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଯାହା ପାଇଁ ଚଳଚଂଚଳ ସବୁ ଦେବୀ ପୀଠ। କାରଣ ଆଗକୁ ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା। ସେମିତି ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା।…

ରିସର୍ଚ୍ଚ ଅନୁଯାୟୀ ୬୦ ବର୍ଷରୁ କମ୍ ଲୋକଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା, ଏହି ବ୍ଲଡ ଗ୍ରୁପ୍ ଲୋକ ରୁହନ୍ତୁ…

ବର୍ତ୍ତମାନ ଯେଉଁଭଳି ଭାବେ ପାଣିପାଗ ପରିବର୍ତ୍ତନ ହେଉଛି ଓ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଯାଉଛି ତାହା ସାଜୁଛି ଅନେକ ରୋଗର କାରଣ । ଏମିତିକି ମଣିଷର ନିଜର ଜୀବନ ଶୈଳୀ ଠିକ୍ ନରହିବାରୁ ହିଁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୁଣି କୋଭିଡ ଆସିବା ପରେ ଏବେ ବିଭିନ୍ନ ପ୍ରକାର…

ବୌଦ୍ଧର ପ୍ରସିଦ୍ଧ ଦେବୀ ମା ଭୈରବୀଙ୍କ ପୀଠରେ ଆରମ୍ଭ ହେଲା ଷୋହଳ ପୂଜା

ଆରମ୍ଭ ହୋଇଛି ପାର୍ବଣ ଋତୁ, ଯାହା ପାଇଁ ଗାଁ ଠାରୁ ସହର ସବୁଠୁ ଚାଲିଛି ପୂଜା ପାଇଁ ପ୍ରସ୍ତୁତି। ସେଥିପାଇଁ ସଂସ୍କୃତି ଓ ପରମ୍ପରା ଭରି ରହିଥିବା ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଶାରଦୀୟ ଷୋଡ଼ଶ ପୂଜା। କିମ୍ବଦନ୍ତୀ କହେ ଦକ୍ଷ ପ୍ରଜାପତିଙ୍କ…

ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ମେରୁଟରେ ଗଳି ପଡନ୍ତି ରାବଣ, ତେଣୁ ରାବଣ ପୋଡ଼ି ପୂର୍ବରୁ ଅର୍ପଣ ହୁଏ ମଦ

ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ମେରୁଟରେ ଗଳି ପଡେ ରାବଣ ପ୍ରତିମୂର୍ତ୍ତି, ରାବଣ ପୋଡି ପୂର୍ବରୁ ଅର୍ପଣ ହୁଏ ମଦ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଯାହା ପାଇଁ ସବୁ ସ୍ଥାନରେ ଏଥି ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି। ଆଉ କିଛି ଦିନ ପରେ ପୁଣି ଆରମ୍ଭ ହୋଇଯିବ ଦଶହରା। ଯାହାର ହିନ୍ଦୁ…

ଚାଣକ୍ୟ ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ବହୁତ୍ ପସନ୍ଦ କରନ୍ତି ମହିଳା, ଜାଣିରଖନ୍ତୁ ପୁରୁଷ 

ପ୍ରତ୍ୟେକ ନାରୀଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଭବିଷ୍ୟତ ସାଥୀ କେବଳ ଦେଖିବା ପାଇଁ ଭଲ ନୁହେଁ ବରଂ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଭଲ ଥିବା ଉଚିତ୍। ଯାହା ସହ ସେମାନେ ନିଜ ଜୀବନ ଭଲ ଭାବେ ବିତାଇ ପାରିବେ। ତେବେ ଅନେକ ଝିଅ ପ୍ରକୃତରେ ଭଲ ବ୍ୟକ୍ତିତ୍ଵ ଥିବା ପୁରୁଷଙ୍କୁ ଭଲ ପାଆନ୍ତି। ସେମାନେ…

ନାମ୍ୱିଆରୁ ଭାରତକୁ ଆସିବ ୮ ଟି ଚିତା, ତିଆରି ହୋଇଛି ସ୍ୱତନ୍ତ୍ର କଷ୍ଟୋମାଇଜ୍ ଟାଇଗର ମୁହାଁ B747 ଜମ୍ବୁ ଜେଟ୍

ମଣିଷର ପ୍ରକୃତି ଆଉ ପ୍ରକୃତିର ଦାଉରେ ଅନେକ ବଦଳି ଗଲାଣି ବିଶ୍ୱର ପାଣିପାଗ। ତେଣୁ ଦୁନିଆରୁ ଲୁପ୍ତ ହେବାରେ ଲାଗିଛନ୍ତି କେତେ କେତେ ପ୍ରାଣୀ। ତେଣୁ ଏଭଳି ପ୍ରାଣୀଙ୍କୁ ବିରଳ ମାନ୍ୟତା ଦେଇ ସୁରାକ୍ଷା ପାଇଁ ଲାଗିଛନ୍ତି ବିଭିନ୍ନ ଦେଶ। ଆମ ଭାରତରେ ମଧ୍ୟ ବ୍ୟାଘ୍ର ସୁରକ୍ଷାଠୁ ଆରମ୍ଭ କରି…

ରାଣୀ ଏଲିଜାବେଥ୍ ଦ୍ୱିତୀୟ ‘ଆଞ୍ଜେଲ ନମ୍ବର ୨୨୨’ ମୃତ୍ୟୁ ବରଣ କରିଛନ୍ତି, ଦାବି କରୁଛନ୍ତି ବ୍ରିଟିଶବାସୀ

ବ୍ରିଟେନର ଦୀର୍ଘତମ ସାସିକା ରାଣୀ ଏଲିଜାବେଥ୍ ଦ୍ୱିତୀୟ ସେପ୍ଟେମ୍ବର ୮ ତାରିଖରେ ସ୍କଟଲ୍ୟାଣ୍ଡର ବଲ୍ମୋରଲ ଦୁର୍ଗରେ ୯୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଯାହାପାଇଁ ଶୁଣିବା ପରେ ସାରା ବିଶ୍ଵବାସୀ ରାଣୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତେବେ ସେ ପ୍ରାୟ ୭୦ ବର୍ଷ ବ୍ରିଟେନରେ ଶାସନ…

ପଶ୍ଚିମବଙ୍ଗ ମହିଳା ଶୋଇବା ପ୍ରତିଯୋଗିତାରେ ସୃଷ୍ଟି କଲେ ରେକର୍ଡ଼, ଜିତିଲେ ୬ ଲକ୍ଷ ଟଙ୍କା

ଟଙ୍କା ରୋଜଗାର କରିବାକୁ ହେଲେ ପ୍ରତ୍ୟେକ ମଣିଷକୁ କିଛି ନା କିଛି କାମ କରିବାକୁ ପଡେ। ଏମିତିକି କିଛି ଲୋକ ଚାକିରି କରି ଟଙ୍କା ରୋଜଗାର କରନ୍ତି ତ ଆଉ କିଏ ନିଜର ବାଣିଜ୍ୟ ବ୍ୟବସାୟ କରି। ତେବେ ଆପଣ ଜାଣିଥିବେ ମସ୍ତଙ୍କ ଜୀବନରେ ନିଜ ନିଜର ହବି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ…

ଠିକ୍ ଭାବେ ନ ଶୋଇଲେ ହୁଏ ଏହି ଭୟଙ୍କର ରୋଗ, ଜାଣନ୍ତୁ ସ୍ଲିପ ଏପନିଆ ଲକ୍ଷଣ

ସାଧାରଣ ମଣିଷ କାମ କରିବା ପରେ ନିଜ ଶରୀରକୁ ରେଷ୍ଟ ଦେଇଥାଏ, ଯାହାକି କରିବା ଉଚିତ୍। ଏମିତିରେ ପ୍ରତ୍ୟେକ ମଣିଷ ନିଜର ଦିନ ଚର୍ଯ୍ୟା ସାରି ସୁଅନ୍ତି। କିନ୍ତୁ ଆପଣ କ'ଣ ଜାଣିଛନ୍ତି ଜଣେ ବ୍ୟକ୍ତି ଅଧିକ ଶୋଇବା ଦ୍ବାରା କିମ୍ୱା କମ୍ ଶୋଇବା ଦ୍ବାରା ସେ ମୃତ୍ୟୁରେ ପଡ଼ିବାର ଅଧିକ ଆଶଙ୍କା ଥାଏ।…

ଜନ୍ମାଷ୍ଟମୀର ୨୪ ଘଣ୍ଟା ମଧ୍ୟରେ ଏପରି ବ୍ୟବହାର କରନ୍ତୁ ମୟୂର ପୁଚ୍ଛ, ରହିବ ନାହିଁ ଟଙ୍କାର ଅଭାବ

ପବିତ୍ର ଜନମାଷ୍ଟମୀରେ ଅନେକ ପ୍ରକାର ଜିନିଷ ସହିତ ପାଳନ କରାଯାଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। କିଛି ଲୋକ ଆଜି ଜନ୍ମାଷ୍ଟମୀ ପାଳନ କରୁଛନ୍ତି ଗୁରୁବାର ଏବଂ ଅଧିକାଂଶ ଲୋକ ଏହାକୁ ୧୯ ଅଗଷ୍ଟ, ଶୁକ୍ରବାର ଦିନ ପାଳନ କରିବେ। ତେବେ ସୁଖ, ସମୃଦ୍ଧତା, ପିଲା, ଧନ, ସମ୍ମାନ ଇତ୍ୟାଦି ପାଇବାରେ…