Below header
Browsing Tag

sperm donation

ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୯୬ ସନ୍ତାନର ବାପା ବନିଛନ୍ତି ୩୨ ବର୍ଷୀୟ ଯୁବକ ଡାଇଲନ୍ ଷ୍ଟୋନ୍ ମିଲର୍

ଆପଣ ଥରେ ଭାବନ୍ତୁ, ଜଣେ ପୁରୁଷ ନିଜ ଜୀବନ କାଳ ମଧ୍ୟରେ କେତେ ପିଲା ଜନ୍ମ କରି ପାରିବ? ୨, ୩, ୬ କିମ୍ବା ୯ .. ଆମେ ଏତିକି ସଂଖ୍ୟ ଏଥିପାଇଁ କହୁଛୁ କାରଣ ଆଗ କାଳରେ ଜଣ ଜଣଙ୍କର ୮, ୯ ଟି ପିଲା ଜନ୍ମ ହେଉଥିଲେ । ସେତେବେଳେ ଜୀବନଶୈଳୀ ଯେହେତୁ ପୁରା ଅଲଗା ଥିଲା ତେଣୁ ଏତିକି ପିଲା ଜନ୍ମ ହେବା…

ଜେଲ୍‌ ଭିତରେ କଏଦୀଙ୍କ ଅଜବ କାର୍ଯ୍ୟ! ଆଳୁ ଚିପ୍ସ ପ୍ୟାକେଟ୍‌ରେ ହେଉଥିଲା ସ୍ପର୍ମ ଚାଲାଣ; ୧୦୧ରୁ ଅଧିକ ଛୁଆ ହୋଇଛନ୍ତି…

ଜେଲରେ ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରା ଚାଲାଣ ନେଇ ଆପଣ ଅନେକ ଘଟଣା ଶୁଣିଥିବେ। ପ୍ରତିଦିନ କେଉଁଠୁ ନା କେଉଁଠୁ ଏମିତି ଘଟଣା ସାମ୍ନାକୁ ଆସିବାରେ ଲାଗିଥାଏ। କିନ୍ତୁ ଚୋରା ଚାଲାଣକୁ ନେଇ ଜଣେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆତଙ୍କବାଦୀ…

ସ୍ପର୍ମ ଡୋନେସନରୁ ଜନ୍ମ ହୋଇଥିବା ଯୁବତୀ ନିଜ ୬୩ ଭାଇ ଭଉଣୀଙ୍କ ପାଇଲେ ସୂଚନା

ସୋସିଆଲ ମିଡିଆରେ ଏମିତି ଅନେକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସ୍ପର୍ମ ଡୋନେସନରୁ ଜନ୍ମ ନେଇଥିବା ଜଣେ ଯୁବତୀ ତାଙ୍କ ଭାଇ ଭଉଣୀକୁ ଖୋଜିବାରେ ବ୍ୟସ୍ତ । ଆଜ୍ଞା ହଁ , କଥାଟା ଅଜବ ଲାଗିଲେ ବି ସତ ।…

ମାତ୍ର ୭ ବର୍ଷରେ ୩୫ ପିଲାଙ୍କ ବାପା ବନିସାରିଲେଣି ଏହି ଯୁବକ, ଜାଣନ୍ତୁ କେମିତି

ଦୁନିଆରେ ଲୋକମାନେ ବିବାହ କରି ପିଲା ଛୁଆ ଜନ୍ମ କରି ସୁଖରେ ସଂସାର ଗଢ଼ିବାର ସ୍ୱପ୍ନ ଦେଖନ୍ତି। ଯେଉଁମାନଙ୍କୁ ପିଲା ଅଧିକ ପସନ୍ଦ ସେମାନେ ଦୁଇ ତିନିଟି ଛୁଆ ଜନ୍ମ କରିଥାନ୍ତି। ସେହିପରି ବର୍ତ୍ତମାନ ଦୁନିଆକୁ ଦେଖି ଆଉ କିଛି ଗୋଟିଏ ଦୁଇଟି ପିଲା ଜନ୍ମ କରୁଛନ୍ତି। କିନ୍ତୁ ଆମେରିକାର କେଲି…