୫ଲକ୍ଷ ଟଙ୍କାର ୧୧ କେଭି ତାର ଚୋରି, ଅନ୍ଧାରରେ ବିତୁଛି ଜୀବନ
କାମାକ୍ଷାନଗର(କେନ୍ୟୁଜ) : ଗାଁ ହେଉ କି ସହର ସବୁଠି ଏବେ ଲୁଟେରା ମାନଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ପୁରା ଅତିଷ୍ଠ ହୋଇ ପଡିଲେଣି । ପୂର୍ବରୁ ଲୁଟେରା ମାନେ ଘର ତାଲା ଭାଙ୍ଗି ଲୁଟ୍ କରିବା ହେଉ କି ବାଇକ ଲୁଟିବା ଖବର ଆସୁଥିଲା । ଏବେ କିନ୍ତୁ ଏବେ ୧୧…